ପାରାଦୀପ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଭାଇ ମୃତ

ପାରାଦୀପ: ପାରାଦୀପର ହରିବୋଲିଆ ମଠ ନିକଟରେ ଆଜି ବିଦ୍ୟୁତ ସଂସ୍ପର୍ଶରେ  ଆସି ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ପ୍ରବୀଣ କୁମାର ବାରିକ ଓ ପିଣ୍ଟୁନ କୁମାର ବାରିକ୍‌। ଆଜି ସକାଳେ ବଡ଼ ଭାଇ ପ୍ରବୀଣ କୌଣସି କାରଣ ବଶତଃ ବନ୍ଦର ପକ୍ଷରୁ ଲଗାଯାଇଥିବା ବିଦ୍ୟୁତ୍ ବକ୍ସ ପାଖକୁ ଯାଇଥିଲେ। ତେବେ ବର୍ଷା ଯୋଗୁଁ ହଠାତ୍‌ ବକ୍ସରେ କରେଣ୍ଟ ଚାର୍ଜ ହେବା ସହ ପ୍ରବୀଣଙ୍କୁ ଲାଗିଯାଇଥିଲା। ବଡ଼ ଭାଇଙ୍କୁ ବଞ୍ଚାଇବାକୁ ଯାଇ ପରେ ସାନଭାଇ ପିଣ୍ଟୁନ […]

paradeep

paradeep

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 03:34 PM IST

Sports

Latest News

ପାରାଦୀପ: ପାରାଦୀପର ହରିବୋଲିଆ ମଠ ନିକଟରେ ଆଜି ବିଦ୍ୟୁତ ସଂସ୍ପର୍ଶରେ  ଆସି ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ପ୍ରବୀଣ କୁମାର ବାରିକ ଓ ପିଣ୍ଟୁନ କୁମାର ବାରିକ୍‌। ଆଜି ସକାଳେ ବଡ଼ ଭାଇ ପ୍ରବୀଣ କୌଣସି କାରଣ ବଶତଃ ବନ୍ଦର ପକ୍ଷରୁ ଲଗାଯାଇଥିବା ବିଦ୍ୟୁତ୍ ବକ୍ସ ପାଖକୁ ଯାଇଥିଲେ। ତେବେ ବର୍ଷା ଯୋଗୁଁ ହଠାତ୍‌ ବକ୍ସରେ କରେଣ୍ଟ ଚାର୍ଜ ହେବା ସହ ପ୍ରବୀଣଙ୍କୁ ଲାଗିଯାଇଥିଲା। ବଡ଼ ଭାଇଙ୍କୁ ବଞ୍ଚାଇବାକୁ ଯାଇ ପରେ ସାନଭାଇ ପିଣ୍ଟୁନ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ଲୋକ ଏମାନଙ୍କୁ କାଠରେ ବାଡେଇ ଉଦ୍ଧାର କରିଥିଲେ। ତା’ ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story