ପାରାଦୀପ ମାଲ୍ ଲୋଡିଂ ଅନଲୋଡିଂ ବିବାଦ: ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ପାରାଦୀପ: ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦ ବଢିବାରେ ଲାଗିଛି। ପୋର୍ଟ ଆଇନକୁ ଯେଉଁମାନେ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ପୋର୍ଟ ଚେୟାରମ୍ୟାନ କହିଛନ୍ତି। ଏପରିକି ଦରକାର ପଡିଲେ ଷ୍ଟିଭେଡୋରିଂ ପାଇଁ ଓପନ ଟେଣ୍ଡର ଡକାଯିବ ବୋଲି ସେ କହିଛନ୍ତି। ସେପଟେ ଷ୍ଟିଭେଡୋର୍ସ ଆସୋସିଏସନ କହିଛି ଏହା ଏକ ଷଡଯନ୍ତ୍ର। ୧୦ ଟି ଯାକ ସଂଗଠନ ଏକାଠି ବସି ରୋଡମ୍ୟାପ ପ୍ରସ୍ତୁତ କରିବେ ଏବଂ […]

paradeep

paradeep

Rakesh Mallick
  • Published: Monday, 21 September 2015
  • Updated: 21 September 2015, 09:14 AM IST

Sports

Latest News

ପାରାଦୀପ: ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦ ବଢିବାରେ ଲାଗିଛି। ପୋର୍ଟ ଆଇନକୁ ଯେଉଁମାନେ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ପୋର୍ଟ ଚେୟାରମ୍ୟାନ କହିଛନ୍ତି। ଏପରିକି ଦରକାର ପଡିଲେ ଷ୍ଟିଭେଡୋରିଂ ପାଇଁ ଓପନ ଟେଣ୍ଡର ଡକାଯିବ ବୋଲି ସେ କହିଛନ୍ତି। ସେପଟେ ଷ୍ଟିଭେଡୋର୍ସ ଆସୋସିଏସନ କହିଛି ଏହା ଏକ ଷଡଯନ୍ତ୍ର। ୧୦ ଟି ଯାକ ସଂଗଠନ ଏକାଠି ବସି ରୋଡମ୍ୟାପ ପ୍ରସ୍ତୁତ କରିବେ ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖକୁ ଯିବେ ବୋଲି ଆସୋସିଏସନ ସଭାପତି ମହିମାନନ୍ଦ ମିଶ୍ର କହିଛନ୍ତି। ଷ୍ଟିଭେଡୋର୍ସ ଆସୋସିଏସନର ସଦସ୍ୟ ନଥିବା ସିବେଜକୁ ମାଲ ଲୋଡିଂ ଅନଲୋଡିଂ କାମ ଦେବା ନେଇ ବିବାଦ ଦେଖାଦେଇଛି। ଷ୍ଟିଭେଡୋର୍ସ ଆସୋସିଏସନ ସହିତ ମୋଟ୍ ୧୦ ସଂଗଠନ ଏହାକୁ ବିରୋଧ କରି କାମ ବନ୍ଦ ଆନ୍ଦୋଳନ କରୁଛନ୍ତି। ସେପଟେ ପୋର୍ଟର ଆଇନ ଅନୁସାରେ କାମ ଦିଆଯାଇଥିବା ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଏପଟେ କଡା ସୁରକ୍ଷା ବଳୟ ଭିତରେ ସିବେଜ୍ ସିପିଂ ମାଲ ଲୋଡିଂ ଅନଲୋଡିଂ କାମ କରୁଛି।

ସେପଟେ ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି । ଏଥିରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ହସ୍ତକ୍ଷେପ କରିବା ଉଚିତ୍ ବୋଲି ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story