ପାରାଦୀପରେ ଗୁଳିମାଡ଼, ସିୱେଜ ସିପିଂର ମ୍ୟାନେଜର ମୃତ

ପାରାଦୀପ: ପାରାଦୀପର ମଧୁବନ କଲୋନୀ ସ୍ଥିତ ଆମ୍ବେଦକର ଭବନ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଗୁଳିମାଡ଼ରେ ସିୱେଜ ସିପିଂ କମ୍ପାନୀର ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁଲି ସ୍ୱାଇଁ। ବାବୁଲି ନିଜ ସ୍କୋର୍ପିଓରେ ଅଫିସ୍ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ […]

paradeep-1

paradeep-1

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 08:58 PM IST

Sports

Latest News

babuli-swainପାରାଦୀପ: ପାରାଦୀପର ମଧୁବନ କଲୋନୀ ସ୍ଥିତ ଆମ୍ବେଦକର ଭବନ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଗୁଳିମାଡ଼ରେ ସିୱେଜ ସିପିଂ କମ୍ପାନୀର ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁଲି ସ୍ୱାଇଁ।

ବାବୁଲି ନିଜ ସ୍କୋର୍ପିଓରେ ଅଫିସ୍ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୋଲିସ୍ ଘଟଣାର ତଦନ୍ତ କରୁଛି।

ଏହି ଗୁଳିକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଦାମୋଦର ରାଉତ ପ୍ରଶାସନ ଓ ପୋଲିସକୁ ଦାୟୀ କରିଥିବା ବେଳେ ସାଂସଦ ବିଷ୍ଣୁ ଦାସ ଦାମଙ୍କ ଆଡକୁ ପରୋକ୍ଷରେ ଆଙ୍ଗୁଳି ଉଠାଇଛନ୍ତି।

ଦାମ କହିଛନ୍ତି,“ପାରାଦୀପ ଏକ ଅପରାଧ ପ୍ରବଣ ଅଞ୍ଚଳରେ ପରିଣତ ହୋଇଗଲାଣି। ଆଇନଶୃଙ୍ଖଲା ରକ୍ଷା କରିବା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ଉଦାସୀନତା ନୀରବ ସମର୍ଥନ ଯୋଗୁଁ ଏପରି ଘଟୁଛି। ଅସାମାଜିକ ବ୍ୟକ୍ତି ଖୋଲାଖୋଲି ଭାବେ ବୁଲୁଛନ୍ତି ଓ ଏପରି ଘଟଣା ଘଟାଉଛନ୍ତି।”

ବିଷ୍ଣୁ କହିଛନ୍ତି,“ଶାସନର ନୀରବତା କିମ୍ବା ଅନ୍ୟ କୌଣସି ଶକ୍ତିର ପ୍ରଭାବରେ ଏପରି ଘଟଣା ଘଟୁଛି। ଯେଉଁ ଅପରାଧୀମାନେ ହତ୍ୟାକାଣ୍ଡ ଘଟାଇଛନ୍ତି କିମ୍ବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସେ (ଦାମ ରାଉତ) ସାଙ୍ଗରେ ଧରି ବୁଲୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story