ପୁରୁଣା ଜାଗା ନୂଆ ପାର୍ଟି; ପସ୍କୋ ସ୍ଥାନରେ ଜେଏସ୍‌ଡବ୍ଲ୍ୟୁ କରିବ ପ୍ଲାଣ୍ଟ

ଭୁବନେଶ୍ୱର: ପାରାଦୀପରେ ପ୍ରସ୍ତାବିତ ପସ୍କୋ ପ୍ରକଳ୍ପ ଜାଗାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବ JSW। ହାଇଲେବଲ କ୍ଲିୟରାନ୍ସ ଅଥରିଟି ବୈଠକରେ ଏନେଇ ପ୍ରସ୍ତାବକୁ ଅନୁମତି ମିଳିଛି। ସେପଟେ ପ୍ଲାଣ୍ଟକୁ ବିରୋଧ ପାଇଁ ପସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଜବାଜ ହେଉଥିବା ଜଣାପଡ଼ିଛି। ଓଡ଼ିଶାକୁ ପସ୍କୋ ବାଏ ବାଏ କରିବା ପରେ ଅଧିଗ୍ରହଣ ହୋଇଥିବା ଜମିରେ ଇଡକୋ ପାଚେରି ନିର୍ମାଣ କରୁଛି। ପୋଲିସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ମାପଚୁପା କରୁଛି। ପସ୍କୋ ଯିବା ପରେ ଏହି ଜମିରେ […]

posco

posco

Rakesh Mallick
  • Published: Friday, 02 June 2017
  • Updated: 02 June 2017, 09:02 PM IST

Sports

Latest News

ଭୁବନେଶ୍ୱର: ପାରାଦୀପରେ ପ୍ରସ୍ତାବିତ ପସ୍କୋ ପ୍ରକଳ୍ପ ଜାଗାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବ JSW। ହାଇଲେବଲ କ୍ଲିୟରାନ୍ସ ଅଥରିଟି ବୈଠକରେ ଏନେଇ ପ୍ରସ୍ତାବକୁ ଅନୁମତି ମିଳିଛି। ସେପଟେ ପ୍ଲାଣ୍ଟକୁ ବିରୋଧ ପାଇଁ ପସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଜବାଜ ହେଉଥିବା ଜଣାପଡ଼ିଛି।

ଓଡ଼ିଶାକୁ ପସ୍କୋ ବାଏ ବାଏ କରିବା ପରେ ଅଧିଗ୍ରହଣ ହୋଇଥିବା ଜମିରେ ଇଡକୋ ପାଚେରି ନିର୍ମାଣ କରୁଛି। ପୋଲିସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ମାପଚୁପା କରୁଛି। ପସ୍କୋ ଯିବା ପରେ ଏହି ଜମିରେ ପୁଣି ଷ୍ଟିଲ୍ ପ୍ଲାଣ୍ଟ ଛିଡ଼ା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ହାଇଲେବଲ କ୍ଲିୟରାନ୍ସ ଅଥରିଟି ବୈଠକରେ ଜିନ୍ଦଲ୍- ସାଉଥ୍ ୱେଓ୍ୱଷ୍ଟ (JSW)କୁ ଏଠାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରାଯାଇଛି। କମ୍ପାନୀ ଏଠାରେ ୧୦ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି। ଏଥିପାଇଁ ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ। ସେହିପରି ୯୦୦ ମେଗାଓ୍ୱାଟ୍ କ୍ଷମତା ବିଶିଷ୍ଟ ଏକ ପାଓ୍ୱାର ପ୍ଲାଣ୍ଟ ମଧ୍ୟ JSW ପ୍ରତିଷ୍ଠା କରିବ। ପ୍ଳାଣ୍ଟ ପାଇଁ  ୪,୫୦୦ ଏକର ଜମି ଆବଶ୍ୟକ ଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। JSW କାରଖାନା ପ୍ରତିଷ୍ଠା ହେଲେ ୩୦,୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଗତ ଏପ୍ରିଲ୍‌ରେ ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ କ୍ଲିୟରାନସ୍ ଅଥରିଟି ବୈଠକରେ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା।

ଜଗତସିଂହପୁର ଜିଲ୍ଲାର ଏହି ସ୍ଥାନରେ ପସ୍କୋ ପ୍ରକଳ୍ପ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା। ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ ଭିତରେ ଛନ୍ଦି ହୋଇପଡିଥିଲା ପ୍ରକଳ୍ପ। ଲୋକଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ କରିବାରେ ବାଧା ଉପୁଜୁଥିଲା। ଏବେ ସେହି ସ୍ଥାନରେ JSW ପ୍ଲାଣ୍ଟ ପ୍ରତିଷ୍ଠା କରିବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜଜ ହେବ।

ପସ୍କୋ ସପକ୍ଷବାଦୀ ତମିଲ ପ୍ରଧାନ କହିଛନ୍ତି,“JSW ଆସିଲେ ଆମେ ତାକୁ ସ୍ୱାଗତ କରିବୁ। ମାତ୍ର ପସ୍କୋ ସମୟରେ ଆମର ଯାହା ଡିମାଣ୍ଡ ଥିଲା ସେ ସବୁ ପୂରଣ କରାଯାଉ।”

ପସ୍କୋ ବିପକ୍ଷବାଦୀ ଅଭୟ ସାହୁ କହିଛନ୍ତି,“ସେଠାରେ କମ୍ପାନୀ ପ୍ରତିଷ୍ଠା ହେଲେ ବିରୋଧ କରାଯିବ। ଏହା ସରକାରଙ୍କୁ ବହୁ ମହଙ୍ଗା ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story