ବାପିଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମୁହାଁମୁହିଁ

ପାରାଦୀପ: ପାରାଦୀପ ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗରିଫ ହୋଇଥିବା କଂଗ୍ରେସ ନେତା ବାପି ସର୍ଖେଲଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ଆଜି ବାପିଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମହାଁମୁହିଁ ହୋଇଛନ୍ତି। ଫଳରେ ପାରାଦୀପରେ ଉତ୍ତେଜନା ପରିସ୍ଥିତି ପ୍ରକାଶ ପାଇଛି। ବାପିଙ୍କୁ କଂଗ୍ରେସରୁ ବହିଷ୍କାର ଓ ପାରାଦୀପରେ ଶାନ୍ତି ପ୍ରତିଷ୍ଠା ଦାବିରେ ବିପକ୍ଷ ଗୋଷ୍ଠୀ ପାରାଦୀପ ହାଉସିଂ ବୋର୍ଡ ସ୍ଥିତ ନଗର କାର୍ଯ୍ୟାଳୟରୁ ମଣିଜଙ୍ଗ ପର୍ଯ୍ୟନ୍ତ ବାଇକ୍‌ ଶୋଭାଯାତ୍ରାରେ ଯାଇଥିଲେ। […]

paradip

paradip

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 08:09 PM IST

Sports

Latest News

ପାରାଦୀପ: ପାରାଦୀପ ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗରିଫ ହୋଇଥିବା କଂଗ୍ରେସ ନେତା ବାପି ସର୍ଖେଲଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ଆଜି ବାପିଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମହାଁମୁହିଁ ହୋଇଛନ୍ତି। ଫଳରେ ପାରାଦୀପରେ ଉତ୍ତେଜନା ପରିସ୍ଥିତି ପ୍ରକାଶ ପାଇଛି।

ବାପିଙ୍କୁ କଂଗ୍ରେସରୁ ବହିଷ୍କାର ଓ ପାରାଦୀପରେ ଶାନ୍ତି ପ୍ରତିଷ୍ଠା ଦାବିରେ ବିପକ୍ଷ ଗୋଷ୍ଠୀ ପାରାଦୀପ ହାଉସିଂ ବୋର୍ଡ ସ୍ଥିତ ନଗର କାର୍ଯ୍ୟାଳୟରୁ ମଣିଜଙ୍ଗ ପର୍ଯ୍ୟନ୍ତ ବାଇକ୍‌ ଶୋଭାଯାତ୍ରାରେ ଯାଇଥିଲେ। ପରେ ବାପିଙ୍କ ସପକ୍ଷରେ ଗୋଟିଏ ଗୋଷ୍ଠୀ ମନ୍ତ୍ରୀ ଦାମୋଦର ରାଉତ, କଂଗ୍ରେସ ବିଧାୟକ ଚିରଞ୍ଜିବ ବିଶ୍ୱାଳ ଓ ରାଜ୍ୟସଭା ସାଂସଦ ରଞ୍ଜିବ ବିଶ୍ୱାଳଙ୍କ କୁଶପତ୍ତଳିକା ଦାହ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos