ପାରଳା ମହାରାଜାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଅସୁସ୍ଥ ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିବା ପାରଳା ମହାରାଜା ଗୋପିନାଥ ଗଜପତିଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଚେନ୍ନାଇ ଯାଇ ମହାରାଜଙ୍କର ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମହରାଜାଙ୍କ ପ୍ରତିଷ୍ଠାନର ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ପିଏ ସଞ୍ଜୟ ପାତ୍ର ନିଜ ନିଜ ଇସ୍ତଫା ଦେଇଛନ୍ତି। ଇସ୍ତଫା ନେଇ ସଞ୍ଜୟ ପାତ୍ର କହିଛନ୍ତି,“ଗୋପିନାଥ ଗଜପତିଙ୍କ […]

gopinath gajapati paralakhemundi maha raja

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 09:41 PM IST

Sports

Latest News

gopinath gajapati paralakhemundi maha rajaଭୁବନେଶ୍ୱର: ଅସୁସ୍ଥ ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିବା ପାରଳା ମହାରାଜା ଗୋପିନାଥ ଗଜପତିଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଚେନ୍ନାଇ ଯାଇ ମହାରାଜଙ୍କର ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ମହରାଜାଙ୍କ ପ୍ରତିଷ୍ଠାନର ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ପିଏ ସଞ୍ଜୟ ପାତ୍ର ନିଜ ନିଜ ଇସ୍ତଫା ଦେଇଛନ୍ତି।

ଇସ୍ତଫା ନେଇ ସଞ୍ଜୟ ପାତ୍ର କହିଛନ୍ତି,“ଗୋପିନାଥ ଗଜପତିଙ୍କ ଝିଅଙ୍କ ଉପସ୍ଥିତିରେ ମୁଁ ଇସ୍ତଫାପତ୍ର ଦେଇଛି। ଏହା ସହ ମୋ ଭଉଣୀ ଅନଙ୍ଗ ମଞ୍ଜରୀ ପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି।”

ଅନ୍ୟପକ୍ଷରେ ମହାରାଜାଙ୍କ ସଠିକ ଚିକିତ୍ସା କରାଯିବା ସହ ୪ ଦଫା ଦାବି ନେଇ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟ ରାଓ, ବିଜେପି ଜିଲ୍ଲା ସଭାପତି ଜି. ରାବଣାଙ୍କ ସମେତ ୫ ଜଣ କଂଗ୍ରେସ ନେତା ଚଳାଇଥିବା ରିଲେ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି। ଜିଲ୍ଲାପ୍ରଶାସନ ସହ ଆଲୋଚନା ପରେ ଏହି ରିଲେ ଅନଶନ ପ୍ରତ୍ୟାହୃତ ହୋଇଛି। ମହାରାଜାଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ରାଜନଅର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା, ମହାରାଜାଙ୍କ ସମ୍ପତ୍ତି ଲୁଟ୍‌ କରିଥିବା ମ୍ୟାନେଜର ଓ ତାଙ୍କ ଦୁଇ ଭାଇଙ୍କୁ ଗିରଫ କରାଯିବା ଓ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ଦାବିରେ ଏହି ରିଲେ ଅନଶନ କରାଯାଇଥିଲା।

ଚେନ୍ନାଇରେ ଚିକିତ୍ସା କରାଯାଉଥିବା ବେଳେ ମହାରାଜାଙ୍କ ମେଡିକାଲ ରିପୋର୍ଟ ଓ ଲକ୍ଷାଧିକ ଟଙ୍କା ଅନ୍ୟାନ୍ୟ କାଗଜପତ୍ର ଗାଏବ କରିଦିଆଯାଇଥିବା ଅଭିଯୋଗ ହୋଇଥଇଛି। ମହାରାଜା ପ୍ରତିଷ୍ଠାନ ମ୍ୟାନେଜରଙ୍କ ଦୁଇ ଭାଇ ଏହି କାଗଜପତ୍ର ଓ ଟଙ୍କା ନେଇ ଫେରାର ହୋଇ ଯାଇଥିବା ବିଧାୟକ ରାଓ ଗତକାଲି ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story