ପାରଳା ମହାରାଜାଙ୍କୁ ନଜରବନ୍ଦୀ ଘଟଣାର ତଦନ୍ତ ଆରମ୍ଭ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗଜପତି ଗୋପୀନାଥ ନାରାୟଣ ଦେବଙ୍କ ନଜରବନ୍ଦୀ ପ୍ରସଙ୍ଗରେ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ୍। ମହାରାଜା ସୁରକ୍ଷା କମିଟି ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତି କରି ପୋଲିସ୍ ତଦନ୍ତ କରୁଛି। ପ୍ୟାଲେସ୍‌ର ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ତାଙ୍କ ଭାଇ ମହାରାଜାଙ୍କ ସମ୍ପତ୍ତି ହଡ଼ପ କରିଥିବା ଓ ତାଙ୍କୁ ଠିକ୍‌ରେ ଚିକିତ୍ସା ଯୋଗାଇ ଦେଇ ନ ଥିବା ଅଭିଯୋଗ କରି ମହାରାଜା ସୁରକ୍ଷା କମିଟିର ୭ ସଦସ୍ୟ ଏତଲା ଦେଇଥିଲେ। […]

parala maharaja

parala maharaja

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 08:38 AM IST

Sports

Latest News

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗଜପତି ଗୋପୀନାଥ ନାରାୟଣ ଦେବଙ୍କ ନଜରବନ୍ଦୀ ପ୍ରସଙ୍ଗରେ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ୍। ମହାରାଜା ସୁରକ୍ଷା କମିଟି ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତି କରି ପୋଲିସ୍ ତଦନ୍ତ କରୁଛି। ପ୍ୟାଲେସ୍‌ର ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ତାଙ୍କ ଭାଇ ମହାରାଜାଙ୍କ ସମ୍ପତ୍ତି ହଡ଼ପ କରିଥିବା ଓ ତାଙ୍କୁ ଠିକ୍‌ରେ ଚିକିତ୍ସା ଯୋଗାଇ ଦେଇ ନ ଥିବା ଅଭିଯୋଗ କରି ମହାରାଜା ସୁରକ୍ଷା କମିଟିର ୭ ସଦସ୍ୟ ଏତଲା ଦେଇଥିଲେ। ଏହି ସଦସ୍ୟମାନଙ୍କ ବୟାନ ରେକର୍ଡ କରିବାକୁ  ସେମାନଙ୍କୁ ଥାନାକୁ ଡାକିଥିଲା ପୋଲିସ୍। ତେବେ ସବୁ ସଦସ୍ୟ ଉପସ୍ଥିତ ହୋଇଥିଲେ ମଧ୍ୟ କେବଳ ବସନ୍ତ ଦାସଙ୍କ ବୟାନ ରେକର୍ଡ କରାଯାଇଛି। ମହାରାଜା ସୁସ୍ଥ ହେବା ପରେ ଆବଶ୍ୟକ ସ୍ଥଳେ ତାଙ୍କର ମଧ୍ୟ ବୟାନ ନିଆଯିବ ବୋଲି ପୋଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story