ପାରଳା ମୃତ୍ୟୁ ରହସ୍ୟ: ଆସନ୍ତାକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଓ ଅନ୍ୟ ୩ ଜଣଙ୍କ ଆତ୍ମହତ୍ୟା ଘଟଣାର ଆସନ୍ତାକାଲିଠାରୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିବ। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଯାଇ ପୁଣି ଥରେ ତଦନ୍ତ କରିବ। ପାରଳାରାଜ ପ୍ରସାଦ ମ୍ୟାନେଜର ଅନଙ୍ଗଦେବୀଙ୍କ ହସ୍ତାକ୍ଷର, ମୃତ୍ୟୁବେଳର ସୁଇସାଇଡ ନୋଟ୍ ସହ ମେଳ ଖାଉଥିବାରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଅନ୍ୟପକ୍ଷରେ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ହୋଇଥିବା ଅନଙ୍ଗ ଦେବୀଙ୍କ ଭାଇ ସଂଜୟ ପାତ୍ରଙ୍କ ଭିସେରା ରିପୋର୍ଟ […]

parala

parala

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 09:06 AM IST

Sports

Latest News

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଓ ଅନ୍ୟ ୩ ଜଣଙ୍କ ଆତ୍ମହତ୍ୟା ଘଟଣାର ଆସନ୍ତାକାଲିଠାରୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିବ। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଯାଇ ପୁଣି ଥରେ ତଦନ୍ତ କରିବ। ପାରଳାରାଜ ପ୍ରସାଦ ମ୍ୟାନେଜର ଅନଙ୍ଗଦେବୀଙ୍କ ହସ୍ତାକ୍ଷର, ମୃତ୍ୟୁବେଳର ସୁଇସାଇଡ ନୋଟ୍ ସହ ମେଳ ଖାଉଥିବାରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

ଅନ୍ୟପକ୍ଷରେ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ହୋଇଥିବା ଅନଙ୍ଗ ଦେବୀଙ୍କ ଭାଇ ସଂଜୟ ପାତ୍ରଙ୍କ ଭିସେରା ରିପୋର୍ଟ ଆସିଛି। ମେଡିସିନ୍‌ ଓଭରଡୋଜ୍ ସେବନ କରି ସଂଜୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସଂଜୟ  ଅତ୍ୟଧିକ ପରିମାଣର କ୍ଲୋରୋ ଡାଏଜୋପୋକ୍ସାଇଡ୍‌ ଓ ଏମଇ ଟ୍ରିପଟାଲିନ୍‌ ସେବନ କରିଥିବା ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମୃତ୍ୟୁ ପୂର୍ବରୁ ମୃତକମାନେ ସେମାନଙ୍କ ମୃତ୍ୟୁର କାରଣ କ’ଣ ଓ କେଉଁମାନେ ଦାୟୀ ସେ ସଂପର୍କରେ ସୁଇସାଇଡ୍‌ ନୋଟରେ ଲେଖିଥିଲେ। ଉଲ୍ଲେଖ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନଙ୍ଗଙ୍କ ପରିବାରବର୍ଗ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story