ପାରଳା ମୃତ୍ୟୁ ଘଟଣା: ପଡୋଶୀଙ୍କୁ ଏସ୍‌ଆଇଟିର ପଚରାଉଚରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଗଣ ଆତ୍ମହତ୍ୟା ମାମଲାର ଦ୍ୱିତୀୟ ପର୍ଯ୍ୟନ୍ତ ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି। ଆଜି ଏସ୍‌ଆଇଟି ଟିମ୍‌ ମୃତ ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ପଡ଼ୋଶୀ ବି. ଦିଲେଶ୍ୱର ରାଓ ଓ ତାଙ୍କ ପତ୍ନୀ ବି. ରାଜୁଙ୍କୁ ପଚରାଉଚରା କରିଛି। ମୃତ୍ୟୁ ପୂର୍ବରୁ ଦିଲେଶ୍ୱରଙ୍କ ସହିତ ଅନଙ୍ଗଙ୍କ ଭାଇ ସଞ୍ଜୟ ପାତ୍ର ଫୋନ୍‌ରେ କଥା ହୋଇଥିବା ଏସ୍‌ଆଇଟି ଜାଣିବାକୁ ପାଇଥିଲା। ସେହିପରି ଗଜପତି ଏସ୍‌ପି ସୁଶୀଲ ପାଣିଗ୍ରାହୀ ଅଜି ଏସ୍‌ଆଇଟି ଟିମ୍‌କୁ ଭେଟି ତଦନ୍ତର ଅଗ୍ରଗତି ସମ୍ପର୍କରେ […]

parala

parala

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 11:10 PM IST

Sports

Latest News

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଗଣ ଆତ୍ମହତ୍ୟା ମାମଲାର ଦ୍ୱିତୀୟ ପର୍ଯ୍ୟନ୍ତ ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି। ଆଜି ଏସ୍‌ଆଇଟି ଟିମ୍‌ ମୃତ ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ପଡ଼ୋଶୀ ବି. ଦିଲେଶ୍ୱର ରାଓ ଓ ତାଙ୍କ ପତ୍ନୀ ବି. ରାଜୁଙ୍କୁ ପଚରାଉଚରା କରିଛି। ମୃତ୍ୟୁ ପୂର୍ବରୁ ଦିଲେଶ୍ୱରଙ୍କ ସହିତ ଅନଙ୍ଗଙ୍କ ଭାଇ ସଞ୍ଜୟ ପାତ୍ର ଫୋନ୍‌ରେ କଥା ହୋଇଥିବା ଏସ୍‌ଆଇଟି ଜାଣିବାକୁ ପାଇଥିଲା।

ସେହିପରି ଗଜପତି ଏସ୍‌ପି ସୁଶୀଲ ପାଣିଗ୍ରାହୀ ଅଜି ଏସ୍‌ଆଇଟି ଟିମ୍‌କୁ ଭେଟି ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos