ପାରଳା ଗଣଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ କଲେ ଗଜପତି ଜିଲ୍ଲା ବିଜେପି ସଭାପତି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଗଣଆତ୍ମହତ୍ୟା ମାମଲାରେ ଗତକାଲି କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିବା ଗଜପତି ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟ ରାବଣା ଆଜି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଗତକାଲି ଏ ମାମଲାରେ ପାରଳାଖେମୁଣ୍ଡି ବିଧାୟକ କେ. ସୂରିୟା ରାଓଙ୍କ ଅନ୍ତରୀଣ ସୁରକ୍ଷାକୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ। ଏତଲା ଓ ସୁସାଇଡ୍‌ ନୋଟ୍‌ରେ ଥିବା ନାଁ ଅନୁସାରେ କ୍ରାଇମବ୍ରାଞ୍ଚ ଏହା ନିକଟରେ ହାଜର ହେବାକୁ ୯ ଜଣଙ୍କୁ ନୋଟିସ୍ ଜାରି […]

ravana

ravana

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 01:50 PM IST

Sports

Latest News

ଭୁବନେଶ୍ୱର: ପାରଳାଖେମୁଣ୍ଡି ଗଣଆତ୍ମହତ୍ୟା ମାମଲାରେ ଗତକାଲି କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିବା ଗଜପତି ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟ ରାବଣା ଆଜି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଗତକାଲି ଏ ମାମଲାରେ ପାରଳାଖେମୁଣ୍ଡି ବିଧାୟକ କେ. ସୂରିୟା ରାଓଙ୍କ ଅନ୍ତରୀଣ ସୁରକ୍ଷାକୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ।

ଏତଲା ଓ ସୁସାଇଡ୍‌ ନୋଟ୍‌ରେ ଥିବା ନାଁ ଅନୁସାରେ କ୍ରାଇମବ୍ରାଞ୍ଚ ଏହା ନିକଟରେ ହାଜର ହେବାକୁ ୯ ଜଣଙ୍କୁ ନୋଟିସ୍ ଜାରି କରିଛି। ଗତକାଲି ସୁଦ୍ଧା ୮ ଜଣ କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇଥିଲେ। କେ. ସୂରିୟା ରାଓ ଗତ ମଙ୍ଗଳବାର ହାଜର ହୋଇଥିଲେ।

ଗତ ଅଗଷ୍ଟ ୨୧ ତାରିଖରେ ପାରଳା ପ୍ୟାଲେସ୍‌ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ସହ ୪ ଜଣ ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story