ପାରଳାଖେମୁଣ୍ଡି ଚିକିତ୍ସା ଅବହେଳାରୁ ମାଆ ଓ ନବଜାତ ଶିଶୁର ମୃତ୍ୟୁ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଆ ଓ ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଚିକିତ୍ସା ଅବହେଳାରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ପ୍ରସୂତୀ ଜଣଙ୍କ ହେଲେ ଗୋଷାଣୀ ବ୍ଲକ ରତନସିଂ ଗାଁର ଦେବେନ୍ଦ୍ର ଗୁରିଙ୍ଗାଙ୍କ ପତ୍ନୀ ସବିତା। ପ୍ରସବ ବେଦନା ଯୋଗୁଁ ସବିତାଙ୍କୁ ପ୍ରଥମେ ଗୁରିଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସବିତା ଏକ ଶିଶୁପୁତ୍ରକୁ ଜନ୍ମ […]

paralakhemundi

paralakhemundi

Rakesh Mallick
  • Published: Sunday, 29 January 2017
  • Updated: 29 January 2017, 03:31 PM IST

Sports

Latest News

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଆ ଓ ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଚିକିତ୍ସା ଅବହେଳାରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ପ୍ରସୂତୀ ଜଣଙ୍କ ହେଲେ ଗୋଷାଣୀ ବ୍ଲକ ରତନସିଂ ଗାଁର ଦେବେନ୍ଦ୍ର ଗୁରିଙ୍ଗାଙ୍କ ପତ୍ନୀ ସବିତା।

ପ୍ରସବ ବେଦନା ଯୋଗୁଁ ସବିତାଙ୍କୁ ପ୍ରଥମେ ଗୁରିଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସବିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ପରେ ମରିଥିବା ପରିବାର ଲୋକେ କହୁଥିବା ବେଳେ ମୃତ ଶିଶୁ ଜନ୍ମ ହୋଇଥିବା ହସ୍‌ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଶିଶୁ ମୃତ୍ୟୁର କିଛି ସମୟ ପରେ ସବିତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଚିକିତ୍ସା ଅବହେଳାରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ତେବେ ଏପରି ଅଭିଯୋଗକୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଚିକିତ୍ସାରେ ଭୁଲ ଥିବା ଜଣାପଡିଲେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story