ଏମିତି ବି ଆସେ ମୃତ୍ୟୁ!: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ପାରଳାଖେମୁଣ୍ଡି: ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଆନ୍ଧ୍ରପ୍ରଦେଶର ଏକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଗଜପତି ଜିଲ୍ଲା ପାରଖେମୁଣ୍ଡି ଥାନା କୁଡୁଣୀ ଗାଁରେ ଜଣଙ୍କ ପାଇଖାନା ଟାଙ୍କି ହରି ବେହେରା, ମୀନାକ୍ଷି ବେହେରା, ଚନ୍ଦ୍ରଶେଖର ସାହୁ ଓ ପ୍ରସାଦ ବେହେରା ସଫା କରୁଥିଲେ। ତେବେ ଅମ୍ଳଜାନ ଅଭାବ ହେବାରୁ ପାଇଖାନା ଭିତରେ ଶ୍ୱାସରୁଦ୍ଧ ହୋଇ ହରି ବେହେରା, […]

paralakhemundi

paralakhemundi

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 06:29 PM IST

Sports

Latest News

ପାରଳାଖେମୁଣ୍ଡି: ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଆନ୍ଧ୍ରପ୍ରଦେଶର ଏକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ଗଜପତି ଜିଲ୍ଲା ପାରଖେମୁଣ୍ଡି ଥାନା କୁଡୁଣୀ ଗାଁରେ ଜଣଙ୍କ ପାଇଖାନା ଟାଙ୍କି ହରି ବେହେରା, ମୀନାକ୍ଷି ବେହେରା, ଚନ୍ଦ୍ରଶେଖର ସାହୁ ଓ ପ୍ରସାଦ ବେହେରା ସଫା କରୁଥିଲେ। ତେବେ ଅମ୍ଳଜାନ ଅଭାବ ହେବାରୁ ପାଇଖାନା ଭିତରେ ଶ୍ୱାସରୁଦ୍ଧ ହୋଇ ହରି ବେହେରା, ମୀନାକ୍ଷି ବେହେରା ଓ ଚନ୍ଦ୍ରଶେଖର ସାହୁଙ୍କ ମୃତ୍ୟୁ ଘଟିଥିଲା। ପ୍ରସାଦ ବେହେରାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶ୍ରୀକାକୁଲମକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story