ବସ୍‌ ମାଲିକ ସଂଘ ବିବାଦ: ପୁରୀରୁ କଟକ ସମେତ ଅନ୍ୟ ସ୍ଥାନକୁ ବସ୍ ଚଳାଚଳ ଠପ୍‌

ପୁରୀ: କଟକ ଓ ପୁରୀ ବସ୍‌ ମାଲିକ ସଂଘ ମଧ୍ୟରେ ବିବାଦକୁ ନେଇ ପୁରୀ ନୀଳଗିରି ମୋଟର କର୍ମଚାରୀ ସଂଘର ଆନ୍ଦୋଳନ ଯୋଗୁଁ  ଆଜି ପୁରୀରୁ ବସ୍‌ ଚଳାଚଳ ବନ୍ଦ ରହିଛି। ଫଳରେ ପୁରୀରୁ କଟକ ସମେତ ଅନ୍ୟ କୌଣସି ସ୍ଥାନକୁ ବସ୍‌ ଚାଲୁ ନାହିଁ। ପୁରୀ ବସ୍‌ କର୍ମଚାରୀଙ୍କୁ କଟକରେ ନିର୍ଯାତନାର ଦିଆଯାଉଥିବା ଅଭିଯୋଗ କରି ବସ୍‌ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରାୟ ୨୦ଜଣ ଡ୍ରାଇଭରଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଛି। […]

bus

bus

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 11:38 AM IST

Sports

Latest News

ପୁରୀ: କଟକ ଓ ପୁରୀ ବସ୍‌ ମାଲିକ ସଂଘ ମଧ୍ୟରେ ବିବାଦକୁ ନେଇ ପୁରୀ ନୀଳଗିରି ମୋଟର କର୍ମଚାରୀ ସଂଘର ଆନ୍ଦୋଳନ ଯୋଗୁଁ  ଆଜି ପୁରୀରୁ ବସ୍‌ ଚଳାଚଳ ବନ୍ଦ ରହିଛି। ଫଳରେ ପୁରୀରୁ କଟକ ସମେତ ଅନ୍ୟ କୌଣସି ସ୍ଥାନକୁ ବସ୍‌ ଚାଲୁ ନାହିଁ।

ପୁରୀ ବସ୍‌ କର୍ମଚାରୀଙ୍କୁ କଟକରେ ନିର୍ଯାତନାର ଦିଆଯାଉଥିବା ଅଭିଯୋଗ କରି ବସ୍‌ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରାୟ ୨୦ଜଣ ଡ୍ରାଇଭରଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଛି। ବସ୍‌ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos