ମହାକାଳପଡ଼ାରେ ଅଗ୍ନିକାଣ୍ଡ: ଜଳିଗଲେ ମହିଳା

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳିପଡ଼ା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। ତାଙ୍କ ନାଁ ଦୀପ୍ତିମୟୀ ଦାସ। ଏଥିସହ ୨ ବଖରା ଘର ସଂପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡରେ ମହିଳାଙ୍କ ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ

ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜଙ୍ଗଲ ଭିତରେ ଷଷ୍ଠ ଶତାବ୍ଦୀର ମନ୍ଦିର, କଳାପାହାଡ଼ ଭାଙ୍ଗିଥିବା ଅନୁମାନ

ତାଲା ଭାଙ୍ଗି ଲୁଟିନେଲେ କମ୍ପ୍ୟୁଟର

ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ୍‌: ଜାଣନ୍ତୁ କାହାକୁ ମିଳିବ ଅନୁମତି

ଗଛ ପାଇଁ ଫସିଗଲା କାର: ଭିତରୁ ବାହାରିଲା ୩୦୦ ଲିଟର ମଦ

ଭୁବନେଶ୍ୱରରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ଲୋକାଲ୍‌ କେସ୍‌

‘କରୋନା ଡ୍ୟୁଟି ପୂର୍ବରୁ ହେବ ଟେଷ୍ଟ’

କଟକ ସହରରୁ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଡାକ୍ତରଙ୍କ ପୁଅକୁ କରୋନା; ଡାକ୍ତରଖାନା ଓପିଡି ବନ୍ଦ