ପାଟଣାଗଡ଼: ସଡ଼କ ଦୁର୍ଘଟଣାରେ ୩ ବୋଲବମ୍‌ ଭକ୍ତ ମୃତ, ୨ ଆହତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଚାଉଳବାଜି ଗାଁ ନିକଟରେ ଏକ ଟାଟା ମ୍ୟାଜିକ୍‌ ଧକ୍କାରେ ଆଜି ଭୋରରେ ତିନି ଜଣ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଭାସ୍କର ମଲିକ, ଦେବକି ଭୋଇ ଓ ବିଦୁ ମାଝି। ଘଟଣାସ୍ଥଳରେ ଭାସ୍କର ମଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ ଦେବକି ଭୋଇଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସିତ ଅବସ୍ଥାରେ ବିଦୁ ମାଝିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବେଲପଡ଼ା […]

accident

accident

Rakesh Mallick
  • Published: Monday, 15 August 2016
  • Updated: 15 August 2016, 10:53 AM IST

Sports

Latest News

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଚାଉଳବାଜି ଗାଁ ନିକଟରେ ଏକ ଟାଟା ମ୍ୟାଜିକ୍‌ ଧକ୍କାରେ ଆଜି ଭୋରରେ ତିନି ଜଣ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଭାସ୍କର ମଲିକ, ଦେବକି ଭୋଇ ଓ ବିଦୁ ମାଝି। ଘଟଣାସ୍ଥଳରେ ଭାସ୍କର ମଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ ଦେବକି ଭୋଇଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସିତ ଅବସ୍ଥାରେ ବିଦୁ ମାଝିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ବେଲପଡ଼ା ବ୍ଲକର ଘଘରା ଗାଁର ୩୫ ଜଣ ବୋଲବମ୍‌ ଭକ୍ତ ହରିଶଙ୍କରରୁ ପାଣି ଢ଼ାଳି ଗାଁକୁ ଫେରୁଥିବା ବେଳେ ଭୋର ୪ଟାରେ  ଟାଟା ମ୍ୟାଜିକ୍‌ ସେମାନଙ୍କୁ  ଧକ୍କା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos