ବେଲଗାମ ଆଳୁ ଦର; ମନ୍ତ୍ରୀ କହୁଛନ୍ତି-ମହଜୁଦକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗରିବଙ୍କର ଅତି ଦରକାରି ପରିବା ଭିତରେ ଆଳୁ ଯାଉଛି। ଏବେ ଏହାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ଆଳୁ ଦର ୨୦ ଟଙ୍କା ଅତିକ୍ରମଣ କଲାଣି। କିଛି ଦୋକାନୀ ୨୫ରୁ ୩୦ ଟଙ୍କାରେ ମଧ୍ୟ ବିକ୍ରି କରୁଛନ୍ତି। ତେଣୁ ସପ୍ତାହ ତଳ ଯେଉଁ ଖାଉଟି ଘରକୁ ୫ କିଲୋ ଆଳୁ ନେଉଥିଲେ ସିଏ ଆଜି ୨ କିଲୋ ନେବା ପାଇଁ ଦୋକାନୀଙ୍କୁ ୪ ଥର ପଚାରୁଛି। ଆଳୁ ଦର ହୁ […]

potato

potato

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 06:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗରିବଙ୍କର ଅତି ଦରକାରି ପରିବା ଭିତରେ ଆଳୁ ଯାଉଛି। ଏବେ ଏହାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ଆଳୁ ଦର ୨୦ ଟଙ୍କା ଅତିକ୍ରମଣ କଲାଣି। କିଛି ଦୋକାନୀ ୨୫ରୁ ୩୦ ଟଙ୍କାରେ ମଧ୍ୟ ବିକ୍ରି କରୁଛନ୍ତି। ତେଣୁ ସପ୍ତାହ ତଳ ଯେଉଁ ଖାଉଟି ଘରକୁ ୫ କିଲୋ ଆଳୁ ନେଉଥିଲେ ସିଏ ଆଜି ୨ କିଲୋ ନେବା ପାଇଁ ଦୋକାନୀଙ୍କୁ ୪ ଥର ପଚାରୁଛି। ଆଳୁ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ମନ୍ତ୍ରୀ ଚିରାଚରିତ ଢ଼ଙ୍ଗରେ ଉତ୍ତର ଦେଉଛନ୍ତି। କହୁଛନ୍ତି, ଆଳୁ ମହଜୁଦ୍‌କାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

କଟକ ଛତ୍ରବଜାର ପରିବା ମଣ୍ଡିରେ ଆଳୁ ୩ କେଜିକୁ ବିକ୍ରି ହେଉଛି ୫୦ ଟଙ୍କାରେ। ପୂର୍ବରୁ ଏହି ଦର ୩୦ରୁ ୩୫ ଟଙ୍କା ଥିଲା। ସେପଟେ ଖୁଚୁରା ବ୍ୟବସାୟୀ ୩ କେଜିକୁ ୫୫ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି ଆଳୁ। ହଠାତ୍ ଏହି ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି। ବାରମ୍ବାର ଆଳୁ ଦର ବେଲଗାମ୍ ହେଉଥିବା ବେଳେ ଏହାକୁ ସରକାର ନିୟନ୍ତ୍ରଣ କରି ପାରୁ ନ ଥିବା ଅଭିଯୋଗ ହୋଇଛି।

ରାଜଧାନୀରେ ମଧ୍ୟ ଆଳୁ କିଲୋ ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଛି। ଯାହାଫଳରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି,“ବେଆଇନ ମହଜୁଦାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଳୁ ସଂରକ୍ଷଣ ପାଇଁ ଏକାଧିକ ଶୀତଳଭଣ୍ଡାର ନିର୍ମାଣ ହେଉଛି। ରାଜ୍ୟରେ ଆଳୁ ଯେତିକି ଉତ୍ପାଦନ ହେଉଛି, ତାଠାରୁ ୭ଗୁଣ ଅଧିକ ଆଳୁ ଆବଶ୍ୟକ। ଆଳୁ ସମସ୍ୟାର ସମାଧାନ ପାଇଁ ଆଜି ବୈଠକ ଡକାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story