ଚଳିତବର୍ଷ  ଆଳୁ ଉତ୍ପାଦନ ୨୦ପ୍ରତିଶତ ବଢ଼ିବ: ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଆଳୁ ମିଶନ ଫେଲ ମାରି ନାହିଁ। ୨୦୧୪ ଅପେକ୍ଷା ୨୦୧୫ରେ ୫୯ପ୍ରତିଶତ ଅଧିକ ଜମିରେ ଆଳୁ ଚାଷ ହୋଇଛି ବୋଲି ଆଜି ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ସେ କହିଛନ୍ତି,“ଚଳିତବର୍ଷ  ଆଳୁ ଉତ୍ପାଦନ ୨୦ ପ୍ରତିଶତ ଯାଏଁ ବଢ଼ିବା ନେଇ ଆକଳନ କରାଯାଇଛି।” ସେ ଆହୁରି କହିଛନ୍ତ,“ଗତ ଥର ଅଧିକ ଆଳୁ ଉତ୍ପାଦନ ହୋଇଥିଲା। କିନ୍ତୁ ବଜାରରେ ଉଚିତ୍ ମୂଲ୍ୟରେ ବିକ୍ରି ହେଲା ନାହିଁ। ସେଥିପାଇଁ ଲୋକେ ୨୦୧୫-୧୬ରେ ଆଳୁ ଚାଷ ବନ୍ଦ […]

pradp

pradp

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 02:38 PM IST

Sports

Latest News

ଭୁବନେଶ୍ୱର: ଆଳୁ ମିଶନ ଫେଲ ମାରି ନାହିଁ। ୨୦୧୪ ଅପେକ୍ଷା ୨୦୧୫ରେ ୫୯ପ୍ରତିଶତ ଅଧିକ ଜମିରେ ଆଳୁ ଚାଷ ହୋଇଛି ବୋଲି ଆଜି ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ସେ କହିଛନ୍ତି,“ଚଳିତବର୍ଷ  ଆଳୁ ଉତ୍ପାଦନ ୨୦ ପ୍ରତିଶତ ଯାଏଁ ବଢ଼ିବା ନେଇ ଆକଳନ କରାଯାଇଛି।”

ସେ ଆହୁରି କହିଛନ୍ତ,“ଗତ ଥର ଅଧିକ ଆଳୁ ଉତ୍ପାଦନ ହୋଇଥିଲା। କିନ୍ତୁ ବଜାରରେ ଉଚିତ୍ ମୂଲ୍ୟରେ ବିକ୍ରି ହେଲା ନାହିଁ। ସେଥିପାଇଁ ଲୋକେ ୨୦୧୫-୧୬ରେ ଆଳୁ ଚାଷ ବନ୍ଦ କରି ଦେଲେ। ଆମ ରାଜ୍ୟରେ ଯେଉଁ ଜିନିଷର ଚାହିଦା ଥାଏ, ତାହା ସମସ୍ତେ କରି ଥାଆନ୍ତି।  ବଜାରରେ ରେଟ୍‌ ନ ହେଲେ ତାହା କମେଇ ଦେଇଥାନ୍ତି।”

ମନ୍ତ୍ରୀ କହିଛନ୍ତି,“ଆସନ୍ତା ବର୍ଷ ମାଟିର ଉର୍ବରତା ଓ ପାଣିପାଗ ଠିକ୍‌ ହେଲେ ନିଶ୍ଚିତ ଭାବରେ ସିମିଳିଗୁଡ଼ାରେ ଆଳୁ ବିହନ ଉତ୍ପାଦନ ପାଇଁ ବ୍ୟବସ୍ଥା କରାଯିବ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos