ପଥ ଉତ୍ସବରେ ବୀର ଯବାନ ପାଇଁ ଦସ୍ତଖତ ସଂଗ୍ରହ

ଭୁବନେଶ୍ୱର: ଆଜି ଆର୍ମି ଦିବସ ଅବସରରେ ଭୁବନେଶ୍ୱର ପଥ ଉତ୍ସବରେ ବିଭିନ୍ନ କାର୍ଯକ୍ରମ ଆୟୋଜନ କରାଯାଇଛି। ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଶୀତୁଆ ସକାଳରେ ନାଚ, ଗୀତ ସହ ଖେକୁଦର ଆସର ଜମିଛି। ସେଲଫି ଜୋନରେ ଯୁବ ପୀଢ଼ିଙ୍କ ଗହଳି ଦେଖିବାକୁ ମିଳିଥିଲା। ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିସହିତ ସଚେତନା ବାର୍ତ୍ତା ନେଇ ମଧ୍ୟ ବିଭିନ୍ନ କାର୍ଯ୍ୟପ୍ରମ ହୋଇଥିଲା।

patha-uchhaba

patha-uchhaba

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 09:23 AM IST

Sports

Latest News

ଭୁବନେଶ୍ୱର: ଆଜି ଆର୍ମି ଦିବସ ଅବସରରେ ଭୁବନେଶ୍ୱର ପଥ ଉତ୍ସବରେ ବିଭିନ୍ନ କାର୍ଯକ୍ରମ ଆୟୋଜନ କରାଯାଇଛି। ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଶୀତୁଆ ସକାଳରେ ନାଚ, ଗୀତ ସହ ଖେକୁଦର ଆସର ଜମିଛି। ସେଲଫି ଜୋନରେ ଯୁବ ପୀଢ଼ିଙ୍କ ଗହଳି ଦେଖିବାକୁ ମିଳିଥିଲା।

ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିସହିତ ସଚେତନା ବାର୍ତ୍ତା ନେଇ ମଧ୍ୟ ବିଭିନ୍ନ କାର୍ଯ୍ୟପ୍ରମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos