ଛିଡ଼ି ପଡିଲା ପତିତପାବନ ବାନା

ପୁରୀ (ଓଡ଼ିଶା ରିପୋର୍ଟର): ଛିଡ଼ି ପଡିଲା ଶ୍ରୀମନ୍ଦିରର ପତିତପାବନ ବାନା। ଶ୍ରୀମନ୍ଦିର ଉପରେ ପତିତ ଉଦ୍ଧାର ପାଇଁ ନୀଳଚକ୍ରରେ ଲାଗିଥିବା ୧୪ ହାତିଆ ମୁଖ୍ୟ ଧ୍ୱଜା ଆଜି ହଠାତ୍ ଛିଡ଼ି ପଡ଼ିଥିଲା। ତେବେ ନୀଳଚକ୍ରରେ ଅନ୍ୟ ବାନା ରହିଥିବାରୁ ଠାକୁରଙ୍କ ନୀତିରେ କୌଣସି ଅସୁବିଧା ହୋଇନାହିଁ। ନୀଳଚକ୍ରରେ ପତିତପାବନ ବନ୍ଧାରେ ତ୍ରୁଟି କିମ୍ବା ପବନରେ ବାନା ଛିଡ଼ି ପଡିଥିବା ଅନୁମାନ କରାଯାଉଛି।

Rakesh Mallick
  • Published: Friday, 08 September 2017
  • Updated: 08 September 2017, 10:10 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଛିଡ଼ି ପଡିଲା ଶ୍ରୀମନ୍ଦିରର ପତିତପାବନ ବାନା। ଶ୍ରୀମନ୍ଦିର ଉପରେ ପତିତ ଉଦ୍ଧାର ପାଇଁ ନୀଳଚକ୍ରରେ ଲାଗିଥିବା ୧୪ ହାତିଆ ମୁଖ୍ୟ ଧ୍ୱଜା ଆଜି ହଠାତ୍ ଛିଡ଼ି ପଡ଼ିଥିଲା। ତେବେ ନୀଳଚକ୍ରରେ ଅନ୍ୟ ବାନା ରହିଥିବାରୁ ଠାକୁରଙ୍କ ନୀତିରେ କୌଣସି ଅସୁବିଧା ହୋଇନାହିଁ। ନୀଳଚକ୍ରରେ ପତିତପାବନ ବନ୍ଧାରେ ତ୍ରୁଟି କିମ୍ବା ପବନରେ ବାନା ଛିଡ଼ି ପଡିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos