ପାଟକୁରା ଫଳାଫଳ: ସରିଲା ୧୬ ରାଉଣ୍ଡ, ଆଗେଇ ଚାଲିଛି ବିଜେଡି

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଆସନ ଜିତିବା ଲକ୍ଷ୍ୟରେ ଆଗେଇ ଚାଲିଛି ବିଜେଡି। ୧୬ ରାଉଣ୍ଡ ସୁଦ୍ଧା ୧୭, ୨୩୪ ଭୋଟରେ ବିଜେଡି ଆଗୁଆ ରହିଛି। ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୯, ୩୮୯ ଖଣ୍ଡ ଭୋଟ ମିଳିଥିବା ବେଳେ  ବିଜେପିର ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଛି ୭୨, ୧୫୫ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି଼ ପାଇଛନ୍ତି ୨୦୧୬ ଖଣ୍ଡ ଭୋଟ। ୧୫ ରାଉଣ୍ଡ ସୁଦ୍ଧା  ବିଜେଡି ୧୭, ୦୮୭ ଭୋଟରେ ଆଗୁଆ ଥିଲା ବିଜେଡିର ସାବିତ୍ରୀ […]

sabitree-1

sabitree-1

Niharika Rout
  • Published: Wednesday, 24 July 2019
  • Updated: 24 July 2019, 12:25 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଆସନ ଜିତିବା ଲକ୍ଷ୍ୟରେ ଆଗେଇ ଚାଲିଛି ବିଜେଡି। ୧୬ ରାଉଣ୍ଡ ସୁଦ୍ଧା ୧୭, ୨୩୪ ଭୋଟରେ ବିଜେଡି ଆଗୁଆ ରହିଛି।

ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୯, ୩୮୯ ଖଣ୍ଡ ଭୋଟ ମିଳିଥିବା ବେଳେ  ବିଜେପିର ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଛି ୭୨, ୧୫୫ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି଼ ପାଇଛନ୍ତି ୨୦୧୬ ଖଣ୍ଡ ଭୋଟ।

୧୫ ରାଉଣ୍ଡ ସୁଦ୍ଧା  ବିଜେଡି ୧୭, ୦୮୭ ଭୋଟରେ ଆଗୁଆ ଥିଲା

ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୪, ୩୭୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ର ପାଇଥିଲେ ୬୭, ୨୮୪ ଖଣ୍ଡ ଭୋଟ।

୧୩ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୫୨୫ ଭୋଟରେ  ଆଗୁଆ  ଥିଲା।  ଦଳର ସାବିତ୍ରୀ ଅଗ୍ରୱାଲଙ୍କ ଖାତାରେ ୭୪, ୭୪୫ ଭୋଟ ପଡ଼ିଥିବା ବେଳେ , ବିଜେପିର ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଥିଲା ୫୮, ୨୨୦ ଭୋଟ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୭୯୧ ଖଣ୍ଡ ଭୋଟ ମିଳିଥିଲା।

୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ଆଗୁଆ ରହିଥିଲେ।  ଏହି ରାଉଣ୍ଡ ସୁଦ୍ଧା ସେ ବିଜେପି ପ୍ରାଥୀ ବିଜୟ ମହାପାତ୍ରଙ୍କଠାରୁ ୧୬,୧୪୪ ଭୋଟ୍‌ରେ ଆଗୁଆ ରହିଥିଲେ।

୧୨ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୬୯,୬୯୬ ଭୋଟ ପାଇଥିଲେ। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପିର ବିଜୟ ମହାପାତ୍ର ୫୩, ୫୫୨ ଭୋଟ ପାଇ ତାଙ୍କଠୁ ପଛରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ୧୬୯୩ ଭୋଟ ପାଇଥିଲେ।

୧୦ମ ରାଉଣ୍ଡ ସୁଦ୍ଧା  ବିଜେଡି  ୧୪, ୯୫୮ ଭୋଟରେ ଆଗୁଆ ଥିଲା।

ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୧୦ମ ରାଉଣ୍ଡ ସୁଦ୍ଧା ୫୮, ୯୧୯ ଖଣ୍ଡ ଭୋଟ ମିଳିଥିଲା।  ତାଙ୍କ ପ୍ରତିଦ୍ୱନ୍ଦି ବିଜେପିର ବିଜୟ ମହାପାତ୍ର ୪୩, ୯୬୧ ଖଣ୍ଡ ଭୋଟ ପାଇ ରେସ୍‌ରେ ଦ୍ୱିତୀୟ ସ୍ଥାନରେ ଥିଲେ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୧୫୩୯ ଖଣ୍ଡ ଭୋଟ ପାଇଥିଲେ।

ସେହିପରି ଅଷ୍ଠମ ରାଉଣ୍ଡ ଗଣନା ଶେଷ  ସୁଦ୍ଧା ୧୩, ୬୮୧ ଭୋଟ୍‌ରେ ବିଜେଡି ଆଗୁଆ ରହିଥିଲା।

ଏହି ରାଉଣ୍ଡରେ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୪୭, ୯୮୪ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୪, ୩୦୩ ଖଣ୍ଡ ଭୋଟ ପାଇଥିଲେ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଅଷ୍ଠମ ରାଉଣ୍ଡ ଶେଷ ସୁଦ୍ଧା ୧୨୮୮ ଖଣ୍ଡ ଭୋଟ ପାଇଥିଲେ।

ପ୍ରଥମ ରାଉଣ୍ଡରେ ବିଜେଡି ୨୯୨୭ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୩,୪୨୬, ତୃତୀୟ ରାଉଣ୍ଡରେ ୬୩୩୭, ଚତୁର୍ଥ ରାଉଣ୍ଡରେ ୭୪୩୧, ପଞ୍ଚମ ରାଉଣ୍ଡରେ ୮୬୭୩ଭୋଟ୍‌ ରେ ଆଗୁଆ ଥିବା ବେଳେ ଷଷ୍ଠ ରାଉଣ୍ଡରେ ୧୦, ୫୩୨ଭୋଟ୍‌ରେ ଆଗରେ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story