ପାଟଣାଗଡ଼: ସମଲେଶ୍ୱରୀ କପା ମିଲ୍‌ରେ ଅଗ୍ନିକାଣ୍ଡ, ୨.୫ କୋଟି ଟଙ୍କାର ତୁଳା ଭସ୍ମ

ପାଟଣାଗଡ଼:ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଅର୍ନ୍ତଗତ ଚାଚେରବେଙ୍ଗ୍ ସ୍ଥିତ ଶ୍ରୀ ସମଲେଶ୍ୱରୀ କପା ମିଲରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୨୨୦ ଟନ୍ ତୁଳା ପୋଡ଼ି ନଷ୍ଟ ହୋଇଯାଇଛି। ନଷ୍ଟ ତୁଳାର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ। ହଠାତ୍ କୌଣସି କାରଣରୁ ଗତକାଲି ରାତି ପ୍ରାୟ ୧୧ଟାରେ କପା ମିଲରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ବେଲପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ […]

kapa mil

kapa mil

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 09:13 AM IST

Sports

Latest News

ପାଟଣାଗଡ଼:ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଅର୍ନ୍ତଗତ ଚାଚେରବେଙ୍ଗ୍ ସ୍ଥିତ ଶ୍ରୀ ସମଲେଶ୍ୱରୀ କପା ମିଲରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୨୨୦ ଟନ୍ ତୁଳା ପୋଡ଼ି ନଷ୍ଟ ହୋଇଯାଇଛି। ନଷ୍ଟ ତୁଳାର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ।

ହଠାତ୍ କୌଣସି କାରଣରୁ ଗତକାଲି ରାତି ପ୍ରାୟ ୧୧ଟାରେ କପା ମିଲରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ବେଲପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଲରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story