"ପ୍ରଥମେ କାରଖାନା ତା’ପରେ ଖଣି ଖନନ"

କୋରାପୁଟ (ଓଡ଼ିଶା ରିପୋର୍ଟର): ପ୍ରଥମେ କାରଖାନା ବସୁ, ତା’ପରେ ଖଣି ଖନନ ହେଉ। ଏମିତି ଦାବି ରଖିଛନ୍ତି କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ଶହ ଶହ ଗ୍ରାମବାସୀ। ଓଡ଼ିଶା ଖଣି ନିଗମ ପକ୍ଷରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ କୋଡ଼ିଂଗାମାଳି ଖଣି ଖନନ ପାଇଁ ଜନଶୁଣାଣି ହେବାର ରହିଛି। ତେବେ ଆସନ୍ତା ୨୫ରେ କୋରାପୁଟ ଓ ରାୟଗଡା ଜିଲ୍ଲାର ସୀମାନ୍ତ ପୋଡ଼ାପାଡ଼ିରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରାଯିବ ବୋଲି କାଂଶାରୀଗୁଡାଠାରେ ଆୟୋଜିତ ବୈଠକରେ ଲୋକେ ନିଷ୍ପତ୍ତି […]

projecyt

projecyt

Tapaswini Nayak
  • Published: Friday, 20 November 2020
  • Updated: 20 November 2020, 10:20 AM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ପ୍ରଥମେ କାରଖାନା ବସୁ, ତା’ପରେ ଖଣି ଖନନ ହେଉ। ଏମିତି ଦାବି ରଖିଛନ୍ତି କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ଶହ ଶହ ଗ୍ରାମବାସୀ।

ଓଡ଼ିଶା ଖଣି ନିଗମ ପକ୍ଷରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ କୋଡ଼ିଂଗାମାଳି ଖଣି ଖନନ ପାଇଁ ଜନଶୁଣାଣି ହେବାର ରହିଛି। ତେବେ ଆସନ୍ତା ୨୫ରେ କୋରାପୁଟ ଓ ରାୟଗଡା ଜିଲ୍ଲାର ସୀମାନ୍ତ ପୋଡ଼ାପାଡ଼ିରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରାଯିବ ବୋଲି କାଂଶାରୀଗୁଡାଠାରେ ଆୟୋଜିତ ବୈଠକରେ ଲୋକେ ନିଷ୍ପତ୍ତି ନେଇଛନ୍ତି। ଦୁଇ ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ କହିଛନ୍ତି ଯେ, ଯେତେ ଦିନ ପର୍ଯ୍ୟନ୍ତ କାରଖାନା ର୍ନିମାଣ ହୋଇନି, ସେ ଯାଏଁ ଖଣି ଖନନ କରାଇ ଦିଆଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos