ଲୋକେ ପାଇନାହାନ୍ତି ପାଇପ୍‌ ପାଣି, ସରକାର କହିଲେଣି ଦେବେ ଶୁଦ୍ଧ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶ୍ରୀକ୍ଷେତ୍ରବାସୀ ୨୪ ଘଣ୍ଟା ପାଇବେ ଶୁଦ୍ଧ ଟ୍ୟାପ୍‌ ପାଣି। ଏଥିପାଇଁ ଆଉ ଫିଲ୍‌ଟର କରିବାକୁ ପଡ଼ିବନି। ଡ୍ରିଙ୍କ ଫର୍ମ ଟ୍ୟାପ୍‌ ପ୍ରକଳ୍ପ ଅଧୀନରେ ରାଜ୍ୟ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି। ଆଗକୁ ଆଉ ୧୬ଟି ସହରରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ। ହେଲେ ଅନ୍ୟପଟେ ରାଜ୍ୟରେ ଘରକୁ ପାଇପ୍‌ ଜଳ ଯୋଗାଣକୁ ନେଇ ଆସିଛି ଭିନ୍ନ ଚିତ୍ର। ରାଜ୍ୟରେ ଏପର୍ଯ୍ୟନ୍ତ ୬୯ ପ୍ରତିଶତ ଘରକୁ ପାଇପ୍‌ ପାଣି ପହଞ୍ଚି ପାରିନାହିଁ। ଏପରି […]

water

water

Manoranjan Sial
  • Published: Monday, 26 July 2021
  • Updated: 26 July 2021, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶ୍ରୀକ୍ଷେତ୍ରବାସୀ ୨୪ ଘଣ୍ଟା ପାଇବେ ଶୁଦ୍ଧ ଟ୍ୟାପ୍‌ ପାଣି। ଏଥିପାଇଁ ଆଉ ଫିଲ୍‌ଟର କରିବାକୁ ପଡ଼ିବନି। ଡ୍ରିଙ୍କ ଫର୍ମ ଟ୍ୟାପ୍‌ ପ୍ରକଳ୍ପ ଅଧୀନରେ ରାଜ୍ୟ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି। ଆଗକୁ ଆଉ ୧୬ଟି ସହରରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ। ହେଲେ ଅନ୍ୟପଟେ ରାଜ୍ୟରେ ଘରକୁ ପାଇପ୍‌ ଜଳ ଯୋଗାଣକୁ ନେଇ ଆସିଛି ଭିନ୍ନ ଚିତ୍ର। ରାଜ୍ୟରେ ଏପର୍ଯ୍ୟନ୍ତ ୬୯ ପ୍ରତିଶତ ଘରକୁ ପାଇପ୍‌ ପାଣି ପହଞ୍ଚି ପାରିନାହିଁ। ଏପରି ସ୍ଥିତିରେ ଘରେ ଶୁଦ୍ଧ ଟ୍ୟାପ୍‌ ପାଣି ପହଞ୍ଚାଇବା ନେଇ ସରକାରଙ୍କ ପରିକଳ୍ପନା ଉପରେ ସନ୍ଦେହ ଉଠିଛି।

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ନେଇ ଲୋକସଭାରେ ବିଜେପି ସାଂସଦ ବସନ୍ତ ପଣ୍ଡା ପଚାରିଥିଲେ ଏକ ପ୍ରଶ୍ନ। ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ଦେଇଥିଲେ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଆରମ୍ଭ ହେବା ପରେ ଓଡ଼ିଶାର ଗ୍ରାମାଞ୍ଚଳର ୮୫ ଲକ୍ଷ ୬୭ ହଜାର ଘର ମଧ୍ୟରୁ ମାତ୍ର ୨୬ ଲକ୍ଷ ୪୯ ହଜାର ଘରେ ପାଇପ୍‌ ଯୋଗେ ପିଇବା ପାଣି ପହଞ୍ଚି ପାରିଛି। ଯାହାକି ମାତ୍ର ୩୦.୯୩ ପ୍ରତିଶତ। ଅର୍ଥାତ ଏବେ ମଧ୍ୟ ଗ୍ରାମାଞ୍ଚଳର ୬୯ ପ୍ରତିଶତ ଘରକୁ ପାଇପ୍‌ ଯୋଗେ ପାଣି ପହଞ୍ଚି ପାରିନାହିଁ। ଅପରପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ୩ ହଜାର ୩୨୩ କୋଟିର ପାଣ୍ଠି ଦେଇଥିବା ବେଳେ ଏଯାଏଁ ରାଜ୍ୟ ୮୩୦ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

ସହରାଞ୍ଚଳରେ ବି ପାଇପ୍‌ ଜଳ ଯୋଗାଣ ସ୍ଥିତି ସମାନ। ନଗର ଉନ୍ନୟନ ବିଭାଗର ତଥ୍ୟ କହୁଛି, ୧୧୨ଟି ସହରାଞ୍ଚଳର ମୋଟ ଘର ମଧ୍ୟରୁ ମାତ୍ର ୩୦.୯୧ ପ୍ରତିଶତ ଘରକୁ ପାଣି ପହଞ୍ଚି ପାରିଛି। ସେପଟେ ବିରୋଧୀ ଅଭିଯୋଗ କରିଛନ୍ତି ୨୧ ବର୍ଷ ଶାସନରେ ରହିବା ପରେ ମଧ୍ୟ ବିଜେଡି ସରକାର ରାଜ୍ୟବାସୀଙ୍କୁ ପିଇବା ପାଣି ଯୋଗାଇବାରେ ବିଫଳ ହୋଇଛି। ଜବାବରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଆସନ୍ତା ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ସବୁ ଘରକୁ ଓ ୨୦୨୪ ସୁଦ୍ଧା ସବୁ ଗାଁରେ ପିଇବା ପାଣି ପହଞ୍ଚିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story