୨୧ରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକକ ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖ ସରକାର ଘୁଞ୍ଚାଇ ଦେଇଛନ୍ତି। ୧୭ ତାରିଖ ସୁଦ୍ଧା ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ମାର୍କ ଅପଲୋଡ କରିପାରିବେ। ଯାହା ପରେ ନଭେମ୍ବର ୨୧ ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଡିସେମ୍ବର ୨୧ତାରିଖରେ ପିଜି ଆଡମିଶନ ପ୍ରକ୍ରିୟା ଶେଷ ହେବ। ଏ ନେଇ […]

pg

pg

Tapaswini Nayak
  • Published: Friday, 13 November 2020
  • Updated: 13 November 2020, 02:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକକ ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖ ସରକାର ଘୁଞ୍ଚାଇ ଦେଇଛନ୍ତି। ୧୭ ତାରିଖ ସୁଦ୍ଧା ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ମାର୍କ ଅପଲୋଡ କରିପାରିବେ।

ଯାହା ପରେ ନଭେମ୍ବର ୨୧ ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପିଜି ଏଣ୍ଟ୍ରାନ୍ସ ମେରିଟ ଲିଷ୍ଟ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହ ଡିସେମ୍ବର ୨୧ତାରିଖରେ ପିଜି ଆଡମିଶନ ପ୍ରକ୍ରିୟା ଶେଷ ହେବ। ଏ ନେଇ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story