ବରୁଣେଇରୁ ଉଦ୍ଧାର ହେଲା ଆହତ ଅଜଗର

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ବରୁଣେଇ ପାହାଡ ନିକଟରୁ ଉଦ୍ଧାର ହୋଇଛି ବିରାଟ ଅଜଗର ସାପ। ଆହତ ଅବସ୍ଥାରେ ଏହି ସାପଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ପ୍ରାୟ ୧୪-୧୫  ଫୁଟ ଲମ୍ବର ଏହି ଅଜଗରଟି ବରୁଣେଇ ପାହାଡ଼ରୁ ଆସି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କାରେ ଆହତ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ ଅଜଗର ସମସ୍ତ ଚିକିତ୍ସା କରାଯାଉଛି। ତେବେ ଆବଶ୍ୟକସ୍ଥଳେ ସାପଟିକୁ ଅଧିକ ଚିକିତ୍ସା ଲାଗି […]

paithan-resque-from-in-barunai

paithan-resque-from-in-barunai

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 10:05 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ବରୁଣେଇ ପାହାଡ ନିକଟରୁ ଉଦ୍ଧାର ହୋଇଛି ବିରାଟ ଅଜଗର ସାପ। ଆହତ ଅବସ୍ଥାରେ ଏହି ସାପଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ପ୍ରାୟ ୧୪-୧୫  ଫୁଟ ଲମ୍ବର ଏହି ଅଜଗରଟି ବରୁଣେଇ ପାହାଡ଼ରୁ ଆସି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କାରେ ଆହତ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ ଅଜଗର ସମସ୍ତ ଚିକିତ୍ସା କରାଯାଉଛି। ତେବେ ଆବଶ୍ୟକସ୍ଥଳେ ସାପଟିକୁ ଅଧିକ ଚିକିତ୍ସା ଲାଗି ଓୟୁଏଟିକୁ ସ୍ଥାନାନ୍ତର କରାଯିବ ବୋଲି ଖୋର୍ଦ୍ଧା ବନ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story