ଫୁଲବାଣୀ: ଜଳୁଛି କୂଅ ପାଣି, କାରଣ ଅସ୍ପଷ୍ଟ

କନ୍ଧମାଳ: ପାଣିରେ ନିଆଁ ଲାଗିବା କେହି କେବେ ଶୁଣି ନାହାନ୍ତି କି ଦେଖି ନାହାନ୍ତି। ହେଲେ ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଫୁଲବାଣୀ ଜିଲ୍ଲାରେ । ଫୁଲବାଣୀ ସହରରେ ଥିବା ଏକ କୂଅର ପାଣିରେ ନିଆଁ ଲଗାଇଲେ ତାହା ହୁତୁ ହୁତୁ ହୋଇ ଜଳୁଛି। ଏହାକୁ ନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇବା ସହ ଏପରି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ଭିଡ ଜମୁଛି। ସେହିପରି ପାଣି ଜଳିବା ଘଟଣାକୁ ନେଇ ନାନା ଆଶଙ୍କା […]

kandhamala

kandhamala

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 12:25 PM IST

Sports

Latest News

କନ୍ଧମାଳ: ପାଣିରେ ନିଆଁ ଲାଗିବା କେହି କେବେ ଶୁଣି ନାହାନ୍ତି କି ଦେଖି ନାହାନ୍ତି। ହେଲେ ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଫୁଲବାଣୀ ଜିଲ୍ଲାରେ । ଫୁଲବାଣୀ ସହରରେ ଥିବା ଏକ କୂଅର ପାଣିରେ ନିଆଁ ଲଗାଇଲେ ତାହା ହୁତୁ ହୁତୁ ହୋଇ ଜଳୁଛି। ଏହାକୁ ନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇବା ସହ ଏପରି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ଭିଡ ଜମୁଛି। ସେହିପରି ପାଣି ଜଳିବା ଘଟଣାକୁ ନେଇ ନାନା ଆଶଙ୍କା ଦେଖାଦେବା ସହ ଭୟର ବାତାବରଣ ମଧ୍ୟ ଖେଳିଯାଇଛି। ଫୁଲବାଣୀ ସହରର ମୁଖ୍ୟରାସ୍ତା ପାର୍ଶ୍ୱରେ ରହୁଥିବା ରବିନାରାୟଣ ଦାସଙ୍କ ଏକ ପୁରଣା କୂଅରେ ଏପରି ଘଟଣା ଦେଖିବାକୁ ମିଳୁଛି। ହେଲେ କାହିଁକି ଓ କେଉଁ କାରଣରୁ କୂଅର ପାଣି ଜଳୁଛି ତାହା ଜଣାପଡିନାହିଁ।

ରବି ନାରାୟଣଙ୍କ ପରିବାର ଲୋକେ ଏହି କୂଅରୁ ୧୫ ବର୍ଷ ହେଲା ପାଣି ବ୍ୟବହାର କରୁଛନ୍ତି। ଗତ କିଛିଦିନ ହେଲା ଏଭଳି ଘଟଣା ଦେଖିବାକୁ ମିଳୁଛି। ଏହାକୁ ନେଇ ପରିବାର ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଘରଠାରୁ ୫୦ମିଟର ଦୂରରେ ରହିଛି ଏକ ପେଟ୍ରୋଲ ଟାଙ୍କି। ତେଣୁ ସେଠାରୁ ତେଲ୍ ଲିକ୍ ହୋଇ କୂଅ ପାଣିରେ ମିଶୁଥିବା ରବିନାରାୟଣଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଫୁଲବାଣୀ ପୌରପାଳିକା ନିର୍ବାହୀ ଅଧିକାରୀ କୂଅ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story