କୋଟଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣାରେ ୪ ଅଟକ

କନ୍ଧମାଳ: କୋଟଗଡ଼ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ୟାମସେନ୍‌ ପାଟ୍ଟମାଝିଙ୍କ ମୃତ୍ୟୁ ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ସକାଳେ ଶ୍ୟାମସେନ୍‌ଙ୍କ ମୃତଦେହ କେନାଲସାହି ନିକଟ ପୋଲ ତଳୁ ଉଦ୍ଧାର କରାଯାଇଥିଲା। ଗତକାଲି ଶ୍ୟାମ କୌଣସି କାମରେ କୋଟଗଡ଼ ଯାଇଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳେ ଶ୍ୟାମ ମୃତଦେହ ପୋଲ ତଳେ ପଡ଼ିଥିବା ଦେଖି ପୋଲିସ୍‌କୁ ଖବର […]

kandhamala

kandhamala

Rakesh Mallick
  • Published: Monday, 10 October 2016
  • Updated: 10 October 2016, 05:38 PM IST

Sports

Latest News

କନ୍ଧମାଳ: କୋଟଗଡ଼ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ୟାମସେନ୍‌ ପାଟ୍ଟମାଝିଙ୍କ ମୃତ୍ୟୁ ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ସକାଳେ ଶ୍ୟାମସେନ୍‌ଙ୍କ ମୃତଦେହ କେନାଲସାହି ନିକଟ ପୋଲ ତଳୁ ଉଦ୍ଧାର କରାଯାଇଥିଲା।

ଗତକାଲି ଶ୍ୟାମ କୌଣସି କାମରେ କୋଟଗଡ଼ ଯାଇଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳେ ଶ୍ୟାମ ମୃତଦେହ ପୋଲ ତଳେ ପଡ଼ିଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଶ୍ୟାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହି  ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବାଲିଗୁଡ଼ା-ରାୟଗଡ଼ା ରାସ୍ତାରୋକ କରିଥିଲେ।

ଅନ୍ୟପକ୍ଷରେ ପାଟ୍ଟମାଝିଙ୍କ ମୃତ୍ୟୁ ଘଟଣାରୁ ପର୍ଦ୍ଦା ଉଠାଇବା ପାଇଁ ଜୁଡିସିଆଲ୍‌ ତଦନ୍ତ କରିବାକୁ ବନବାସୀ ସୁରକ୍ଷା ପରିଷଦ ଓ ବନବାସୀ ଅଧିକାର ଆନ୍ଦୋଳନ ମଞ୍ଚ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story