ଅଳ୍ପ ବୟସରେ ଆତ୍ମହତ୍ୟା, ଝୁଲି ପଡ଼ିଲେ ତୃତୀୟ ଶ୍ରେଣୀ ଛାତ୍ରୀ

କନ୍ଧମାଳ: ଫୁଲବାଣୀ ବେଲପଦର ଆଶ୍ରମ ସ୍କୁଲରୁ ଆଜି ଏକ ଅଘଟଣ ଘଟିଛି। ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଶ୍ରମ ସ୍କୁଲର ଡାଇନିଂ ହଲ୍‌ ଝରକାରେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍କୁଲ କର୍ତ୍ତୃପକ୍ଷ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରେ ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ […]

kandhamala

kandhamala

Rakesh Mallick
  • Published: Friday, 17 March 2017
  • Updated: 17 March 2017, 01:41 PM IST

Sports

Latest News

କନ୍ଧମାଳ: ଫୁଲବାଣୀ ବେଲପଦର ଆଶ୍ରମ ସ୍କୁଲରୁ ଆଜି ଏକ ଅଘଟଣ ଘଟିଛି। ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଶ୍ରମ ସ୍କୁଲର ଡାଇନିଂ ହଲ୍‌ ଝରକାରେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍କୁଲ କର୍ତ୍ତୃପକ୍ଷ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରେ ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos