ଫୁଲବାଣୀରେ ୩ ଦିନ ହେଲାଣି ତାପମାତ୍ର ୮ ଡିଗ୍ରୀ ତଳେ ରହୁଛି  

ଫୁଲବାଣୀ: ଗତ ୩ ଦିନ ହେଲାଣି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସରୁ ତଳେ ରହୁଛି। ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତାପମାତ୍ରା ୭ ଡିଗ୍ରୀ ରହିଥିଲା। ଜିଲ୍ଲାର ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିଛି । ତିନି ଦିନ ହେଲାଣି ଜିଲ୍ଲାରେ ସକାଳୁ ସକାଳୁ ପ୍ରବଳ କୁହୁଡି ସହ ଅସହ୍ୟ […]

winter

winter

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 01:27 PM IST

Sports

Latest News

winterଫୁଲବାଣୀ: ଗତ ୩ ଦିନ ହେଲାଣି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସରୁ ତଳେ ରହୁଛି। ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତାପମାତ୍ରା ୭ ଡିଗ୍ରୀ ରହିଥିଲା।

ଜିଲ୍ଲାର ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିଛି । ତିନି ଦିନ ହେଲାଣି ଜିଲ୍ଲାରେ ସକାଳୁ ସକାଳୁ ପ୍ରବଳ କୁହୁଡି ସହ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଫଳରେ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅପରାହ୍ନ ପ୍ରାୟ ଚାରିଟାରୁ ଶୀତ ଆରମ୍ଭ ହେଇଯାଉଛି। ମଧ୍ୟ ରାତ୍ରରେ ପ୍ରବଳ ଶୀତ ହେଉଛି। ଶୀତର ପ୍ରକୋପ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ରହୁଛି। ପ୍ରବଳ ଥଣ୍ଡା ପାଇଁ ଲୋକେ ସକାଳ ଆଠଟା ନହେଲେ ଲୋକମାନେ ଘରୁ ବାହାରୁନାହାନ୍ତି। ସେହିଭଳି ରାତି ପ୍ରାୟ ସାତଟା ପରେ ଫୁଲବାଣୀ ସହର ଜନଶୂନ୍ୟ ହେଇଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story