ଘାଟିରେ ଓଲଟିଲା ଗାଡ଼ି, ୫୦ ଆହତ

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମାର୍ଲବା ଘାଟିରେ ମେକ୍ସି ପିକ୍ଅପ୍ ଓଲଟି ପଡ଼ିବାରୁ ୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ  ମଧ୍ୟରେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି କୁମୁଲାସିଂ  ଗାଁରେ ବିବାହ ଭୋଜି ଥିଲା। ଗୁଣୁପୁର ବ୍ଲକ ସିନ୍ଧୁବା ଗାଁର ୫୦ରୁ ଅଧିକ ଲୋକ ପିକ୍‌ଅପ୍‌ ଭ୍ୟାନରେ ବିବାହ ଭୋଜିରେ ଯୋଗ ଦେବାକୁ  କୁମୁଲାସିଂ […]

accident

accident

Tapaswini Nayak
  • Published: Wednesday, 27 April 2022
  • Updated: 27 April 2022, 01:43 PM IST

Sports

Latest News

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମାର୍ଲବା ଘାଟିରେ ମେକ୍ସି ପିକ୍ଅପ୍ ଓଲଟି ପଡ଼ିବାରୁ ୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ  ମଧ୍ୟରେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି କୁମୁଲାସିଂ  ଗାଁରେ ବିବାହ ଭୋଜି ଥିଲା। ଗୁଣୁପୁର ବ୍ଲକ ସିନ୍ଧୁବା ଗାଁର ୫୦ରୁ ଅଧିକ ଲୋକ ପିକ୍‌ଅପ୍‌ ଭ୍ୟାନରେ ବିବାହ ଭୋଜିରେ ଯୋଗ ଦେବାକୁ  କୁମୁଲାସିଂ ଗାଁକୁ ଯାଉଥିଲେ। ଏହି ସମୟରେ ମାର୍ଲବା ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାୟଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଗାଡ଼ିରେ ଡ୍ରାଇଭର ସମେତ ୫୦ ଜଣରୁ ଅଧିକ ଯାତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story