ଓଲଟିଲା ପିକ୍‌ନିକ୍ ଟ୍ରାକ୍ଟର: ଡ୍ରାଇଭର  ମୃତ, ୧୫ ପିଲା ଆହତ

ଧର୍ମଗଡ଼: ଘାଟିରେ ଓଲଟିଲା ଟ୍ରାକ୍ଟର। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସିଙ୍ଗାରି ଘାଟିରେ ଘଟିଛି ଏହି ଅଘଟଣ। ପିକ୍‌ନିକ୍ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଥିରେ  ୧୫ ପିଲା ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟରରେ ଦାସଗାଁରୁ ସିଙ୍ଗାରି ଘାଟିକୁ ପିକନିକ୍ ପାଇଁ ପିଲାମାନେ ଯାଉଥିଲେ। ହେଲେ କଲମପୁର ସିଙ୍ଗାରି ଘାଟିରେ ଟ୍ରାକ୍ଟର ଓଲଟି ପଡ଼ିଥିଲା।

accident

accident

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 02:56 PM IST

Sports

Latest News

ଧର୍ମଗଡ଼: ଘାଟିରେ ଓଲଟିଲା ଟ୍ରାକ୍ଟର। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସିଙ୍ଗାରି ଘାଟିରେ ଘଟିଛି ଏହି ଅଘଟଣ। ପିକ୍‌ନିକ୍ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଥିରେ  ୧୫ ପିଲା ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟରରେ ଦାସଗାଁରୁ ସିଙ୍ଗାରି ଘାଟିକୁ ପିକନିକ୍ ପାଇଁ ପିଲାମାନେ ଯାଉଥିଲେ। ହେଲେ କଲମପୁର ସିଙ୍ଗାରି ଘାଟିରେ ଟ୍ରାକ୍ଟର ଓଲଟି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos