ପ୍ରଭାତ ବିଶ୍ୱାଳଙ୍କ ନାଁରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ଚିକିତ୍ସା ଆଳରେ ଜେଲ୍ ପରିବର୍ତ୍ତେ ତାଙ୍କୁ ମେଡିକାଲରେ ରଖାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସରକାରୀ ଦଳର  ବିଧାୟକ ହୋଇଥିବାରୁ ଜାଲିଆତି କରି ଏସ୍‌ସିବି ମେଡିକାଲରେ ତାଙ୍କୁ ରଖାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏମ୍ସ ଡାକ୍ତରଙ୍କ ଦ୍ୱାରା ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଆବେଦନକାରୀ ଦାବି କରିଛନ୍ତି। ସିସୋର […]

Prabhat-Biswal

Prabhat-Biswal

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 09:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ଚିକିତ୍ସା ଆଳରେ ଜେଲ୍ ପରିବର୍ତ୍ତେ ତାଙ୍କୁ ମେଡିକାଲରେ ରଖାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।

ସରକାରୀ ଦଳର  ବିଧାୟକ ହୋଇଥିବାରୁ ଜାଲିଆତି କରି ଏସ୍‌ସିବି ମେଡିକାଲରେ ତାଙ୍କୁ ରଖାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏମ୍ସ ଡାକ୍ତରଙ୍କ ଦ୍ୱାରା ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଆବେଦନକାରୀ ଦାବି କରିଛନ୍ତି।

ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ପ୍ରଭାତ ସ୍ୱାସ୍ଥ୍ୟ ସମସ୍ୟା ନେଇ ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos