ପିଙ୍କିଙ୍କୁ ପଛରେ ପକାଇ ଦେଇଛନ୍ତି ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଗପହଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଆଗୁଆ ଅଛନ୍ତି। ଆଉ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ପଛରେ ଅଛନ୍ତି। ଅନ୍ୟପକ୍ଷରେ ଚିଲିକା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଆଗୁଆ ଅଛନ୍ତି। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଗଣତି ହେଉଛି। ୬୩ଟି ଭୋଟ୍ ଗଣତି କେନ୍ଦ୍ରରେ ଏକ ସମୟରେ ଚାଲିଛି ଗଣତି। ଖବର ଲେଖାଯିବା ସୁଦ୍ଧା ବିଜେଡି ୧୦୦ରୁ […]

pinki

pinki

Tapaswini Nayak
  • Published: Thursday, 23 May 2019
  • Updated: 23 May 2019, 12:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଗପହଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଆଗୁଆ ଅଛନ୍ତି। ଆଉ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ପଛରେ ଅଛନ୍ତି।

ଅନ୍ୟପକ୍ଷରେ ଚିଲିକା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଆଗୁଆ ଅଛନ୍ତି।

ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଗଣତି ହେଉଛି। ୬୩ଟି ଭୋଟ୍ ଗଣତି କେନ୍ଦ୍ରରେ ଏକ ସମୟରେ ଚାଲିଛି ଗଣତି।

ଖବର ଲେଖାଯିବା ସୁଦ୍ଧା ବିଜେଡି ୧୦୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୮ ଆସନରେ ଆଗୁଆ ରହିଛି। କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛି। ଲୋକସଭା ଆସନରେ ବିଜେଡି ୧୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story