ପିପିଲି: ବୋଲେରୋ ଓଲଟି ୧୦ ଆହତ

ପିପିଲି: ପିପିଲି ନିକଟରେ ଆଜି ବୋଲେରୋ ଓଲଟି ୧୦ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ୪ ଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ବୋଲେରୋଟି ପଟ୍ଟାମୁଣ୍ଡାଇରୁ ପୁରୀ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

busturn

busturn

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 03:11 AM IST

Sports

Latest News

ପିପିଲି: ପିପିଲି ନିକଟରେ ଆଜି ବୋଲେରୋ ଓଲଟି ୧୦ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ୪ ଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ବୋଲେରୋଟି ପଟ୍ଟାମୁଣ୍ଡାଇରୁ ପୁରୀ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos