ତେଜୁଛି ପିପିଲି ଟୋଲଗେଟ୍ ବିବାଦ: ଗାଡି ମାଲିକଙ୍କ ସହ ସାମିଲ ହେଲେ ସାଧାରଣ ଲୋକେ

ପିପିଲି: ପୁରୀ ଜିଲା ପିପିଲିସ୍ଥିତ ଜଇସପାଟଣାରେ ଥିବା ଟୋଲଗେଟକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ୧୮ ତାରିଖରୁ ଏହି ଟୋଲଗେଟରୁ ଶୁଳ୍କ ଆଦାୟ ହେଉଛି। ଏବେ ପିପିଲି ଓ ଡେଲାଙ୍ଗର ଟ୍ରକ, ଟ୍ରାକ୍ଟର, ଟ୍ୟାକ୍ସି ମାଲିକ ସଂଘ ସହିତ ସାଧାରଣ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ପିପିଲିସ୍ଥିତ ଦର୍ଜୀସାହି ମେଳନ ପଡିଆରେ ଟୋଲଗେଟକୁ ବିରୋଧ କରି ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ପିପିଲି କ୍ରିୟାନୁଷ୍ଠାନ କମିଟି ଆବାହକ ନିଶିକାନ୍ତ […]

pipili

pipili

Rakesh Mallick
  • Published: Wednesday, 21 October 2015
  • Updated: 21 October 2015, 02:05 PM IST

Sports

Latest News

ପିପିଲି: ପୁରୀ ଜିଲା ପିପିଲିସ୍ଥିତ ଜଇସପାଟଣାରେ ଥିବା ଟୋଲଗେଟକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ୧୮ ତାରିଖରୁ ଏହି ଟୋଲଗେଟରୁ ଶୁଳ୍କ ଆଦାୟ ହେଉଛି। ଏବେ ପିପିଲି ଓ ଡେଲାଙ୍ଗର ଟ୍ରକ, ଟ୍ରାକ୍ଟର, ଟ୍ୟାକ୍ସି ମାଲିକ ସଂଘ ସହିତ ସାଧାରଣ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ପିପିଲିସ୍ଥିତ ଦର୍ଜୀସାହି ମେଳନ ପଡିଆରେ ଟୋଲଗେଟକୁ ବିରୋଧ କରି ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ପିପିଲି କ୍ରିୟାନୁଷ୍ଠାନ କମିଟି ଆବାହକ ନିଶିକାନ୍ତ ମିଶ୍ର ଟୋଲଗେଟ ସ୍ଥାନାନ୍ତର ନେଇ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story