୩୧ ଯାଏ ବନ୍ଦ ରହିବ ପ୍ଲାନେଟୋରିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସତର୍କତା ପାଇଁ ବନ୍ଦ ରହିବ ପଠାଣି ସାମନ୍ତ ପ୍ଲାନେଟୋରିୟମ। ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମର ସବୁ ଶୋ’ କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମ ମଧ୍ୟ ବନ୍ଦ ରହିବ। ନନ୍ଦନକାନନ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯିବ। ପ୍ରବେଶ ଓ ପ୍ରସ୍ଥାନ ଗେଟରେ ପରିମଳ ପାଇଁ ପଦକ୍ଷେପ ନେବାକୁ ଦେଶର ସବୁ ଚିଡ଼ିଆଖାନାକୁ ନିର୍ଦ୍ଦେଶ […]

bbsr00

bbsr00

Tapaswini Nayak
  • Published: Saturday, 14 March 2020
  • Updated: 14 March 2020, 08:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସତର୍କତା ପାଇଁ ବନ୍ଦ ରହିବ ପଠାଣି ସାମନ୍ତ ପ୍ଲାନେଟୋରିୟମ। ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମର ସବୁ ଶୋ’ କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମ ମଧ୍ୟ ବନ୍ଦ ରହିବ।

ନନ୍ଦନକାନନ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯିବ। ପ୍ରବେଶ ଓ ପ୍ରସ୍ଥାନ ଗେଟରେ ପରିମଳ ପାଇଁ ପଦକ୍ଷେପ ନେବାକୁ ଦେଶର ସବୁ ଚିଡ଼ିଆଖାନାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ।

ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି,“ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ,ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ ଓ ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମକୁ ମାର୍ଚ୍ଚ ୩୧ ଯାଏ ବନ୍ଦ କରି ଦିଆଯାଇଛି। ପରେ ପରିସ୍ଥିତି ଦେଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଣି ଏହାକୁ ଖୋଲାଯିବ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story