କରୋନାକୁ ମାତ୍ ଦେଉଛି ପ୍ଲାଜ୍‌ମା ଥେରାପି , କଣ ଏହି ଥେରାପି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଫଳ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା। ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସୂଚନା ମିଳିଛି। ଏପରିକି ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ନାହିଁ। ବାକି ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଅଛି। ସେମାନେ ଶୀଘ୍ର ବିପଦମୁକ୍ତ ହେବା ସମ୍ଭାବନା ରହିଛି। କଣ ଏହି […]

uuuu000

uuuu000

Tapaswini Nayak
  • Published: Sunday, 19 July 2020
  • Updated: 19 July 2020, 04:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଫଳ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା। ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସୂଚନା ମିଳିଛି।

ଏପରିକି ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ନାହିଁ। ବାକି ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଅଛି। ସେମାନେ ଶୀଘ୍ର ବିପଦମୁକ୍ତ ହେବା ସମ୍ଭାବନା ରହିଛି।

କଣ ଏହି ପ୍ଲାଜ୍‌ମା ଥେରାପି ?

RBC ଓ WBC ଭଳି ପ୍ଲାଜ୍‌ମା ମଧ୍ୟ ରକ୍ତର ଏକ ଉପାଦାନ। କୌଣସି କୋଭିଡ୍ ରୋଗୀ ସୁସ୍ଥ ହେବା ପରେ, ତାଙ୍କ ରକ୍ତରୁ ଆଣ୍ଟିବଡିଯୁକ୍ତ ପ୍ଲାଜ୍‌ମା ସଂଗ୍ରହ କରି, କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରବେଶ କରାଇବାକୁ ପ୍ଲାଜ୍‌ମା ଥେରାପି କୁହାଯାଏ।

ପ୍ଲାଜ୍‌ମା ଦାନ କରିବା ପାଇଁ କରୋନାରୁ ସୁସ୍ଥ ହୋଇଥିବା ପୁରୁଷ କିମ୍ବା ଗର୍ଭବତୀ ହୋଇନଥିବା ମହିଳାଙ୍କ ବୟସ ୧୮ରୁ ୬୦ ବର୍ଷ ଏବଂ ଓଜନ ୫୫ କେଜିରୁ ଅଧିକ ହୋଇଥିବା ଦରକାର। ଡୋନର୍ ରକ୍ତ ଦାନ କଲା ପରେ ସେଥିରୁ ପ୍ଲାଜ୍‌ମା ସଂଗ୍ରହ କରି, ବାକି ଉପାଦାନ ପୁଣିଥରେ ସମ୍ପୃକ୍ତ ଡୋନର୍‌ଙ୍କୁ ଫେରାଇ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story