ଫୁଟବଲ୍‌ ଖେଳୁଥିବା ବେଳେ ଟଳି ପଡ଼ିଲେ ଯୁବକ

ମୟୂରଭଞ୍ଜ(ଓଡ଼ିଶା ରିପୋର୍ଟର): ଫୁଟ୍‌ବଲ ଖେଳୁଥିବା ବେଳେ ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ପୋଟଳା ଗାଁ ନିକଟରେ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ପୋଟଲା ଗାଁରେ ଫୁଟ୍‌ବଲ୍‌ ମ୍ୟାଚ ହୋଇଥିଲା। ବିରସିଂହ ଗାଗରାଇ ମ୍ୟାଚ  ଖେଳୁଥିଲେ। ଖେଳିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ। ସାଥୀ ଖେଳାଳିମାନେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର […]

Rakesh Mallick
  • Published: Wednesday, 06 September 2017
  • Updated: 06 September 2017, 04:56 PM IST

Sports

Latest News

ମୟୂରଭଞ୍ଜ(ଓଡ଼ିଶା ରିପୋର୍ଟର): ଫୁଟ୍‌ବଲ ଖେଳୁଥିବା ବେଳେ ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ପୋଟଳା ଗାଁ ନିକଟରେ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତକାଲି ପୋଟଲା ଗାଁରେ ଫୁଟ୍‌ବଲ୍‌ ମ୍ୟାଚ ହୋଇଥିଲା। ବିରସିଂହ ଗାଗରାଇ ମ୍ୟାଚ  ଖେଳୁଥିଲେ। ଖେଳିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ। ସାଥୀ ଖେଳାଳିମାନେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story