ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମ ଲେଖା ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ତାଲିକା ପ୍ରକାଶ ପାଇବା ପରେ ରାଜ୍ୟର ସମସ୍ତ କଲେଜରେ ଛାତ୍ରଛାତ୍ରୀ ଆଡମିଶନ୍ କରିଛନ୍ତି। ବିଜେବି ସମେତ କିଛି କଲେଜରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍ ଯୋଗେ ଆଡମିଶନ୍ ଫି’ ସଂଗ୍ରହ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୨୨ହଜାର ୧୬୭ ଜଣଙ୍କ ପାଖକୁ ଇଣ୍ଟିମେସନ ଲେଟର ଯାଇଛି। ସିବିଏସ୍ଇ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ […]

plus two admission

plus two admission

Rakesh Mallick
  • Published: Friday, 16 June 2017
  • Updated: 16 June 2017, 09:24 PM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମ ଲେଖା ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ତାଲିକା ପ୍ରକାଶ ପାଇବା ପରେ ରାଜ୍ୟର ସମସ୍ତ କଲେଜରେ ଛାତ୍ରଛାତ୍ରୀ ଆଡମିଶନ୍ କରିଛନ୍ତି।

ବିଜେବି ସମେତ କିଛି କଲେଜରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍ ଯୋଗେ ଆଡମିଶନ୍ ଫି’ ସଂଗ୍ରହ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୨୨ହଜାର ୧୬୭ ଜଣଙ୍କ ପାଖକୁ ଇଣ୍ଟିମେସନ ଲେଟର ଯାଇଛି। ସିବିଏସ୍ଇ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ମିଳିନଥିବାରୁ ବିକଳ୍ପ ବ୍ୟବସ୍ଥା କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀମାନେ ମାର୍କସିଟ୍ ଡାଉନ୍‌ଲୋଡ଼୍‌ କରି ସ୍କୁଲ୍ ଅଧ୍ୟକ୍ଷଙ୍କ ଦସ୍ତଖତ ଥିବା ପ୍ରିଣ୍ଟ ଆଉଟ କପି ଦାଖଲ କରିପାରିବେ। ଆସନ୍ତା ୧୯ ତାରିଖ ଯାଏଁ ଚାଲିବ ଆଡମିଶନ୍ ପ୍ରକ୍ରିୟା। ଜୁନ୍ ୨୨ରେ ଦ୍ୱିତୀୟ କଟ୍ଅଫ୍ ଲିଷ୍ଟ ବାହାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story