ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ କଟ୍ ଅଫ୍ ତାଲିକା, କଳାରେ ବିଜେବି ଆଗରେ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ କଟ୍ ଅଫ୍ ତାଲିକା। କଳାରେ ବିଜେବି ଜୁନିଅର କଲେଜ ୭୦.୪ ପ୍ରତିଶତ ସହ ଆଗରେ ରହିଛି। ସେହିପରି ୭୦ ପ୍ରତିଶତ ସହ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟ ସ୍ଥାନରେ ରହିଛି। ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟରେ ରହିଛି। ସେହିପରି ବିଜ୍ଞାନରେ ୮୯.୨ ପ୍ରତିଶତ ସହ ରେଭେନ୍ସା ଆଗରେ ଥିବା ବେଳେ ୮୭.୬୭ ପ୍ରତିଶତ ସହ ବିଜେବି ଦ୍ୱିତୀୟରେ ରହିଛି। ୮୭.୧୭% ସହ ତୃତୀୟରେ ରହିଛି […]

541-1

541-1

Tapas Behera
  • Published: Saturday, 13 July 2019
  • Updated: 13 July 2019, 08:59 PM IST

Sports

Latest News

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ କଟ୍ ଅଫ୍ ତାଲିକା। କଳାରେ ବିଜେବି ଜୁନିଅର କଲେଜ ୭୦.୪ ପ୍ରତିଶତ ସହ ଆଗରେ ରହିଛି। ସେହିପରି ୭୦ ପ୍ରତିଶତ ସହ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟ ସ୍ଥାନରେ ରହିଛି। ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟରେ ରହିଛି।

ସେହିପରି ବିଜ୍ଞାନରେ ୮୯.୨ ପ୍ରତିଶତ ସହ ରେଭେନ୍ସା ଆଗରେ ଥିବା ବେଳେ ୮୭.୬୭ ପ୍ରତିଶତ ସହ ବିଜେବି ଦ୍ୱିତୀୟରେ ରହିଛି। ୮୭.୧୭% ସହ ତୃତୀୟରେ ରହିଛି ବ୍ରହ୍ମପୁର ନୀଳକଣ୍ଠ ନଗରର ସରସ୍ୱତୀ ବିଦ୍ୟାମନ୍ଦିର।

ଆଉ ବାଣିଜ୍ୟ ବିଭାଗ ଦେଖିଲେ, ବାଣିଜ୍ୟରେ ୭୫.୮୩% ସହ ତାଳଚେର ଜୁନିଅର କଲେଜ ଆଗରେ ରହିଛି। ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ୭୫.୫ ପ୍ରତିଶତ ସହ ଦ୍ୱିତୀୟ ଓ ଶୈଳବାଳା କଲେଜ ୭୪.୪ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story