ପ୍ରକାଶ ପାଇଲା ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ କଟ୍‌ଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜି ତୃତୀୟ ପର୍ଯ୍ୟାୟ କଟ୍ ଅଫ୍‌ ମାର୍କ ପ୍ରକାଶ ପାଇଛି। ବିଜେବି କଲେଜରେ ନାମଲେଖା ପାଇଁ ବିଜ୍ଞାନରେ କଟ୍‌ ଅଫ୍ ମାର୍କ ୯୧.୨୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୮୦.୬୭ ପ୍ରତିଶତ ଓ କଳାରେ ୭୪.୫୦ ପ୍ରତିଶତ ରହିଛି। ରେଭେନ୍ସା କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍‌ ମାର୍କ ୯୧.୨୦ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୭୭.୧୭ ଓ  କଳାରେ ୭୩ ପ୍ରତିଶତ ରହିଛି। ଖଲ୍ଲିକୋଟ କଲେଜରେ ବିଜ୍ଞାନରେ ତୃତୀୟ […]

student..

student..

Rakesh Mallick
  • Published: Monday, 03 July 2017
  • Updated: 03 July 2017, 02:55 PM IST

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜି ତୃତୀୟ ପର୍ଯ୍ୟାୟ କଟ୍ ଅଫ୍‌ ମାର୍କ ପ୍ରକାଶ ପାଇଛି।

ବିଜେବି କଲେଜରେ ନାମଲେଖା ପାଇଁ ବିଜ୍ଞାନରେ କଟ୍‌ ଅଫ୍ ମାର୍କ ୯୧.୨୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୮୦.୬୭ ପ୍ରତିଶତ ଓ କଳାରେ ୭୪.୫୦ ପ୍ରତିଶତ ରହିଛି।

ରେଭେନ୍ସା କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍‌ ମାର୍କ ୯୧.୨୦ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୭୭.୧୭ ଓ  କଳାରେ ୭୩ ପ୍ରତିଶତ ରହିଛି।

ଖଲ୍ଲିକୋଟ କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍‌ ୮୯.୩୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୬୩.୧୭ ପ୍ରତିଶତ ଓ  କଳାରେ ୬୧.୫୦ ପ୍ରତିଶତ ରହିଛି।

ରମାଦେବୀ କଲେଜରେ ନାମଲେଖା ପାଇଁ ବିଜ୍ଞାନରେ କଟ୍‌ଅଫ୍‌ ମାର୍କ ୮୩.୬୭ ପ୍ରତିଶତ ରହିଥିବା ବେଳେ  ବାଣିଜ୍ୟରେ ୬୨.୮୩ ପ୍ରତିଶତ ଓ କଳାରେ ୭୦.୫୦ ପ୍ରତିଶତ ରହିଛି।

ଶୈଳବାଳା କଲେଜରେ ନାମ ଲେଖା ପାଇଁ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍‌ ମାର୍କ  ୮୨.୫୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୭୩.୮୩ ଓ କଳାରେ ୭୨.୨୦ ପ୍ରତିଶତ ରହିଛି।

ପୁରୀ ଏସସିଏସ୍‌ କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ୭୧.୫୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୫୮.୧୭ ପ୍ରତିଶତ ଓ ୭୦ ପ୍ରତିଶତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story