ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷା ବର୍ଜନ କରିବେ ନିଖିଳ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ହେବାକୁ ଥିବା ଯୁକ୍ତତିନି ଓ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ବର୍ଜନ କରିବ ନିଖିଳ ଓଡ଼ିଶା ୬୬୨ ବର୍ଗ ଯୁକ୍ତ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ। ଉଚ୍ଚଶିକ୍ଷାରୁ ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପ୍ରଦାନ ଓ ୨୦୦୮ ଜିଓର ଅସଂଗତି ଦୂର କରିବା ପ୍ରଭୃତି ଦାବି ପୂରଣ ନେଇ ୯ ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣା […]

teacher

teacher

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 04:25 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ହେବାକୁ ଥିବା ଯୁକ୍ତତିନି ଓ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ବର୍ଜନ କରିବ ନିଖିଳ ଓଡ଼ିଶା ୬୬୨ ବର୍ଗ ଯୁକ୍ତ୨ ଓ ଯୁକ୍ତ ୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ। ଉଚ୍ଚଶିକ୍ଷାରୁ ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ଓ ଚାକିରି ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପ୍ରଦାନ ଓ ୨୦୦୮ ଜିଓର ଅସଂଗତି ଦୂର କରିବା ପ୍ରଭୃତି ଦାବି ପୂରଣ ନେଇ ୯ ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି ସଂଘ।

ଅଧ୍ୟାପକଙ୍କ ଦାବି ନେଇ ଶୁକ୍ରବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ହେଲେ ଏହି ଆଲୋଚନା ବିଫଳ ହେଇଯିବାରୁ ସମସ୍ତ ବିଶ୍ୱବିଦ୍ୟାଳୟର ଯୁକ୍ତ ୩, ଯୁକ୍ତ ୨ ପରୀକ୍ଷା ବର୍ଜନ କରିବା ସହିତ ଖାତା ମୂଲ୍ୟାଙ୍କନରେ ମଧ୍ୟ ସହଯୋଗ କରିବ ନାହିଁ ବୋଲି ସଂଘ ଚେତାବନୀ ଦେଇଛି।

ସେହିପରି ଯୁକ୍ତଦୁଇ ପରୀକ୍ଷା ଓ ମୂଲ୍ୟାୟନକୁ ବର୍ଜନ କରିବାକୁ ୪୮୮ ବର୍ଗ ଅନୁଦାନ ପ୍ରାପ୍ତ କଲେଜ ବ୍ଲକ୍‌ଗ୍ରାଣ୍ଡ  ଅଧ୍ୟାପକ-କର୍ମଚାରୀ ସମନ୍ୱୟ ସମିତି ଚେତାବନୀ ଦେଇଛି। ଏହାସହ ପରୀକ୍ଷା ପରିଚାଳନା ପାଇଁ ହୋଇଥିବା ୨୦୩ଟି ହବ୍ ସେଣ୍ଟରକୁ ଘେରାଉ କରିବାକୁ ମଧ୍ୟ ସମିତି ଚେତାବନୀ ଦେଇଛି। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ବ୍ଲକଗ୍ରାଣ୍ଟକୁ ଉଚ୍ଛେଦ କରି ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କୁ ଚାକିରି ସତ୍ତାର୍ବଳୀ ସହିତ ଯୋଗ୍ୟତା ଦିନରୁ ପୂର୍ଣ୍ଣଅନୁଦାନ ପ୍ରଦାନ ଦାବିରେ ବିଧାନସଭା ସମ୍ମୁଖରେ ସମିତି ପକ୍ଷରୁ ଧାରଣା ଦିଆଯାଇଛି।

ଶୁକ୍ରବାର ଏହାର ସମାଧାନ ନେଇ  ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ ହେବାପରେ ସଂଘ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୨୮ ତାରିଖ ସୁଦ୍ଧା ସରକାର ଅନୁଦାନ ନୀତି ପ୍ରଣୟନ ପାଇଁ ବିଜ୍ଞପ୍ତି ପ୍ରକାଶ ନ କଲେ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେଉଥିବା ଯୁକ୍ତଦୁଇ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ କରିବା ସହିତ ଆନ୍ଦୋଳନ ଚାଲୁ ରଖାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story