ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋଦି ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆଜି ମଧ୍ୟ ଓଡ଼ିଆ ନବବର୍ଷ। ଏଣୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ହେଉଛି ଏକ ପବିତ୍ର ଦିନ। ଏଭଳି ଏକ ପବିତ୍ର ଦିନରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇଂରାଜୀ ସହିତ ଓଡ଼ିଆ ଭାଷାରେ ମଧ୍ୟ ଏହି ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି,“ପ୍ରିୟ ଓଡ଼ିଶାବାସୀଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ। ନବବର୍ଷରେ ଆପଣମାନଙ୍କ ସକଳ […]

modi

modi

Rakesh Mallick
  • Published: Friday, 14 April 2017
  • Updated: 14 April 2017, 09:24 PM IST

Sports

Latest News

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆଜି ମଧ୍ୟ ଓଡ଼ିଆ ନବବର୍ଷ। ଏଣୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ହେଉଛି ଏକ ପବିତ୍ର ଦିନ। ଏଭଳି ଏକ ପବିତ୍ର ଦିନରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇଂରାଜୀ ସହିତ ଓଡ଼ିଆ ଭାଷାରେ ମଧ୍ୟ ଏହି ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି,“ପ୍ରିୟ ଓଡ଼ିଶାବାସୀଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ। ନବବର୍ଷରେ ଆପଣମାନଙ୍କ ସକଳ ଆଶା ଓ ଅଭିଳାଷ ପୂରଣ ହେଉ ବୋଲି ମୋର ଶୁଭକାମନା।”

https://twitter.com/narendramodi/status/852685058037215232

ଏହା ସହିତ ଓଡ଼ିଶା ଆସିବାକୁ ନିଜର ବ୍ୟଗ୍ରତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଉ ଏକ ଟ୍ୱିଟ୍ କରି ସେ କହିଛନ୍ତି, “ଏପ୍ରିଲ ୧୫ ଓ ୧୬, ଓଡ଼ିଶା ଗସ୍ତ ଲାଗି ମୁଁ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ଏକ ସୁନ୍ଦର ଓ ଚତ୍ମକାର ରାଜ୍ୟର ଲୋକଙ୍କ ସହିତ ମିଶିବା ପାଇଁ ମୁଁ ବ୍ୟଗ୍ର।”

https://twitter.com/narendramodi/status/852685461801897985

ସୂଚନାଯୋଗ୍ୟ, ଆସନ୍ତାକାଲିଠାରୁ ଦୁଇ ଦିନ ଧରି ଭୁବନେଶ୍ୱରରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଓଡ଼ିଶା ଆସିବେ। ସେ ଏଠାରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story