ତିନି ବର୍ଷର ରିପୋର୍ଟ ଦେଲେ ମୋଦି: ଅଧିକ ବଖାଣିବା ପାଇଁ ଓଡ଼ିଶା ଆସୁଛନ୍ତି ମହେଶ ଶର୍ମା

ଭୁବନେଶ୍ୱର: ଶାସନର ତିନିବର୍ଷ ପୂର୍ତ୍ତି ପାଳନ କରି ନିଜ ସରକାରର ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସାମରେ ଦେଶର ସବୁଠୁ ଦୀର୍ଘତମ ସେତୁର ଲୋକାପର୍ଣ କରି ସେ ଆରମ୍ଭ କରିଛନ୍ତି ମୋଦି ଫେଷ୍ଟ୍। ୨୦ ଦିନ ଧରି ଦେଶର ନଅଶହ ସ୍ଥାନରେ ଚାଲିବ ଏହି ମେଳା। ୩ ବର୍ଷ ଶାସନର ସଫଳତା ଓ ଗରିବ କଲ୍ୟାଣ ଯୋଜନାକୁ ସାରା ଦେଶରେ ପହଞ୍ଚାଇବେ ମନ୍ତ୍ରୀ, ନେତା ଓ ସାଂସଦ। ଓଡିଶାର ମଧ୍ୟ ସବୁ ଜିଲ୍ଲାରେ […]

pm-modi-assam-650_650x400_41495799071

pm-modi-assam-650_650x400_41495799071

Rakesh Mallick
  • Published: Friday, 26 May 2017
  • Updated: 26 May 2017, 08:52 PM IST

ଭୁବନେଶ୍ୱର: ଶାସନର ତିନିବର୍ଷ ପୂର୍ତ୍ତି ପାଳନ କରି ନିଜ ସରକାରର ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସାମରେ ଦେଶର ସବୁଠୁ ଦୀର୍ଘତମ ସେତୁର ଲୋକାପର୍ଣ କରି ସେ ଆରମ୍ଭ କରିଛନ୍ତି ମୋଦି ଫେଷ୍ଟ୍। ୨୦ ଦିନ ଧରି ଦେଶର ନଅଶହ ସ୍ଥାନରେ ଚାଲିବ ଏହି ମେଳା। ୩ ବର୍ଷ ଶାସନର ସଫଳତା ଓ ଗରିବ କଲ୍ୟାଣ ଯୋଜନାକୁ ସାରା ଦେଶରେ ପହଞ୍ଚାଇବେ ମନ୍ତ୍ରୀ, ନେତା ଓ ସାଂସଦ। ଓଡିଶାର ମଧ୍ୟ ସବୁ ଜିଲ୍ଲାରେ ହେବ ମୋଦି ମେଳା। ଆସନ୍ତାକାଲି ଆସିବେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା।

୩ ବର୍ଷର ଶାସନକୁ  ମୋଦି ଫେଷ୍ଟ ବା ମେକଙ୍ଗି ଅଫ ଡେଭଲପିଂ ଇଣ୍ଡିଆ ଫେଷ୍ଟିଭାଲ ଭାବେ ପାଳୁଛି ବିଜେପି। ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜିଠାରୁ ଜୁନ ୧୫ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତରେ ଆୟୋଜନ ହେବ ଏହି ଉତ୍ସବ। ମୋଦି ଫେଷ୍ଟରେ ଓଡିଶାକୁ ମଧ୍ୟ ଆସିବେ ୯ କେନ୍ଦ୍ର ମନ୍ତ୍ରୀ ଓ ୬ ସାଂସଦଙ୍କ ସମେତ ଅନକ ହେଭିୱେଟ। ରାଜ୍ୟ ପାଇଁ କେନ୍ଦ୍ର କଣ କରିଛି, ଗରିବ କଲ୍ୟାଣ ଯୋଜନାରେ ରାଜ୍ୟ କଣ ପାଇଛି ଓ କଣ ପାଇବାକୁ ଯାଉଛି ତାର ହିସାବ ରଖିବେ ମନ୍ତ୍ରୀ ଓ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story