ତାଳଚେର ସାରକାରଖାନା ପୁନରୁଦ୍ଧାର ହେବ: ମୋଦି ଦେବେ ଶୁଭ

ନୂଆଦିଲ୍ଲୀ: ତାଳଚେର ସାରକାରଖାନା ପୁନରୁଦ୍ଧାର ହେବ। ଏଥିପାଇଁ ୮୦୦୦ କୋଟି ଟଙ୍କା ନିବେଶ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସାର କାରଖାନାର ଶୁଭ ଦେବେ। ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଏନେଇ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାର, ଶକ୍ତିମନ୍ତ୍ରୀ ପୀୟୁଷ ଗୋୟଲ ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାରଳଚେର, ରାମଗୁଣ୍ଡମ୍‌, ସିଣ୍ଡ୍ରି ଓ ବରଉଣୀ […]

d.pradhan in delhi

d.pradhan in delhi

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 07:16 PM IST

ନୂଆଦିଲ୍ଲୀ: ତାଳଚେର ସାରକାରଖାନା ପୁନରୁଦ୍ଧାର ହେବ। ଏଥିପାଇଁ ୮୦୦୦ କୋଟି ଟଙ୍କା ନିବେଶ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସାର କାରଖାନାର ଶୁଭ ଦେବେ। ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଏନେଇ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାର, ଶକ୍ତିମନ୍ତ୍ରୀ ପୀୟୁଷ ଗୋୟଲ ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାରଳଚେର, ରାମଗୁଣ୍ଡମ୍‌, ସିଣ୍ଡ୍ରି ଓ ବରଉଣୀ ସାର କାରଖାନା ପୁନରୁଦ୍ଧାର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପରେ ତାଳଚେର ସମେତ ୫ଟି ସାରକାରଖାନା ପୁନରୁଦ୍ଧାର ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story