କୂଅ ପାଣିରେ ମିଶିଛି ବିଷ!

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିର ଅମରନାଥ ବସ୍ତିରେ ଥିବା ଏକ କୂଅରେ କେହି ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଜଣେ ମହିଳାଙ୍କୁ ଅଟକ ରଖିଛି। ପାଣିର ସାମ୍ପଲ ପରୀକ୍ଷା ଲାଗି ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିଷ ମିଶା କୂଅ ପାଣିକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ୍ ଫୋର୍ସ ଅମରନାଥ  ବସ୍ତିକୁ ଘେରାଉ କରି ରଖିଛନ୍ତି । […]

rourkela

rourkela

Tapaswini Nayak
  • Published: Monday, 01 June 2020
  • Updated: 01 June 2020, 02:38 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିର ଅମରନାଥ ବସ୍ତିରେ ଥିବା ଏକ କୂଅରେ କେହି ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଜଣେ ମହିଳାଙ୍କୁ ଅଟକ ରଖିଛି।

ପାଣିର ସାମ୍ପଲ ପରୀକ୍ଷା ଲାଗି ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିଷ ମିଶା କୂଅ ପାଣିକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ୍ ଫୋର୍ସ ଅମରନାଥ  ବସ୍ତିକୁ ଘେରାଉ କରି ରଖିଛନ୍ତି । ତେବେ କୂଅ ପାଣିରେ କିଏ ବିଷ ପକାଇଲା ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ରାଉରକେଲା ଡିଏସପି ପ୍ରଦୁମ୍ନ କୁମାର ମିଶ୍ର କହିଛନ୍ତି,“ ଅମରନାଥ ବସ୍ତିରେ ଥିବା କୂଅ ପାଣିରେ ଆଜି ସକାଳେ ଜଣେ ମହିଳା କିଛି ଜିନିଷ  ପକାଉଥିବା ଗାଁ ଲୋକେ ଦେଖିଥିଲେ।  ମହିଳାଜଣଙ୍କୁ ଗାଁ ଲୋକେ ଏ ସମ୍ପର୍କରେ ପଚରାଉଚରା କରିଥିଲେ। ସଂପୃକ୍ତ ମହିଳାଙ୍କୁ ଅଟକ ରଖାଯାଇଛି। କୂଅ ପାଣିକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଛି ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story