ନରସିଂହ କହିଲେ- ଉତ୍‌ଫୁଲ୍ଲିତ ହୁଅନ୍ତୁ ନାହିଁ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟରେ): ପୋଲାଭରମ ମାମଲାରେ ଓଡ଼ିଶାକୁ ସମର୍ଥନ କରିବ ତେଲେଙ୍ଗାନା ସରକାର। ଏନେଇ ଗତକାଲି ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ନଟ୍ଟନାୟକଙ୍କୁ ଭେଟିବା ପରେ ଘୋଷଣା କରିଛନ୍ତି। ତେଲେଙ୍ଗାନା ସରକାର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି-“ପୋଲାଭରମ୍‌ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେଣୁ ତେଲେଙ୍ଗାନା ସମର୍ଥନରେ ଓଡ଼ିଶା ସରକାର ବେଶୀ ଉତ୍‌ଫୁଲ୍ଲିତ ହେବା କଥା ନୁହେଁ। ପୋଲାଭରମ୍ ହେଲେ କେଉଁ କେଉଁ ଅଞ୍ଚଳ କ୍ଷତିଗ୍ରସ୍ତ […]

Polavaram Project

Polavaram Project

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 05:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟରେ): ପୋଲାଭରମ ମାମଲାରେ ଓଡ଼ିଶାକୁ ସମର୍ଥନ କରିବ ତେଲେଙ୍ଗାନା ସରକାର। ଏନେଇ ଗତକାଲି ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ନଟ୍ଟନାୟକଙ୍କୁ ଭେଟିବା ପରେ ଘୋଷଣା କରିଛନ୍ତି। ତେଲେଙ୍ଗାନା ସରକାର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ସେ କହିଛନ୍ତି-“ପୋଲାଭରମ୍‌ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେଣୁ ତେଲେଙ୍ଗାନା ସମର୍ଥନରେ ଓଡ଼ିଶା ସରକାର ବେଶୀ ଉତ୍‌ଫୁଲ୍ଲିତ ହେବା କଥା ନୁହେଁ। ପୋଲାଭରମ୍ ହେଲେ କେଉଁ କେଉଁ ଅଞ୍ଚଳ କ୍ଷତିଗ୍ରସ୍ତ ହେବ, ତାର ସଠିକ୍ ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଏମିତିକି ପୋଲାଭରମ୍ ପ୍ରସଙ୍ଗରେ ବିଜେଡି ବାଟ ଖୋଜି ଖୋଜି ରାଜନୀତି କରୁଛି।”

ସେ କହିଛନ୍ତି-“ପୋଲାଭରମ ପ୍ରସଙ୍ଗରେ ରାଜ୍ୟ ସରକାର ବିରୋଧୀଦଳର ସହଯୋଗ ମାଗି ନାହାନ୍ତି। ଏପରିକି ବିରୋଧୀ ଦଳକୁ ସାଥୀରେ ନେଇ ମିଳିତ ଉଦ୍ୟମ କରିନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story