ପୋଲାଭରମ୍‌କୁ ବିରୋଧ: କୋରାପୁଟରେ ୪ଟି ରାଜ୍ୟର ବିସ୍ଥାପିତଙ୍କ ସମ୍ମିଳନୀ

କୋରାପୁଟ: ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କ ଜାତୀୟ ସମ୍ମିଳନୀ କୋରାପୁଟରେ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟର ବିସ୍ଥାପିତମାନେ ଯୋଗଦେଇଥିଲେ। ପୋଲାଭରମ୍‌ ପ୍ରକଳ୍ପକୁ ବନ୍ଦ କରିବା ସହ ପ୍ରକଳ୍ପ ଅଞ୍ଚଳ ସଠିକ୍‌ ଭାବେ ସର୍ଭେ କରିବାକୁ ଦାବି କରାଯାଇଛି। ପୋଲାଭରମ୍‌ ପ୍ରକଳ୍ପ ହେଲେ ୪ ଲକ୍ଷ ଲୋକେ ବିସ୍ଥାପିତ ହେବେ। ବିଶେଷକରି ଓଡ଼ିଶାର ମାଲକାନଗିରି ଜିଲ୍ଲାର ପଡ଼ିଆ, କାଲିମେଳା, କୋରକୋଣ୍ଡା ଓ ମାଥିଲି ବ୍ଲକର ଶତାଧିକ ଲୋକେ ପ୍ରଭାବିତ ହେବ। ଓଡ଼ିଶା […]

polavaram-2

polavaram-2

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 08:07 PM IST

Sports

Latest News

କୋରାପୁଟ: ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କ ଜାତୀୟ ସମ୍ମିଳନୀ କୋରାପୁଟରେ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟର ବିସ୍ଥାପିତମାନେ ଯୋଗଦେଇଥିଲେ।

ପୋଲାଭରମ୍‌ ପ୍ରକଳ୍ପକୁ ବନ୍ଦ କରିବା ସହ ପ୍ରକଳ୍ପ ଅଞ୍ଚଳ ସଠିକ୍‌ ଭାବେ ସର୍ଭେ କରିବାକୁ ଦାବି କରାଯାଇଛି। ପୋଲାଭରମ୍‌ ପ୍ରକଳ୍ପ ହେଲେ ୪ ଲକ୍ଷ ଲୋକେ ବିସ୍ଥାପିତ ହେବେ। ବିଶେଷକରି ଓଡ଼ିଶାର ମାଲକାନଗିରି ଜିଲ୍ଲାର ପଡ଼ିଆ, କାଲିମେଳା, କୋରକୋଣ୍ଡା ଓ ମାଥିଲି ବ୍ଲକର ଶତାଧିକ ଲୋକେ ପ୍ରଭାବିତ ହେବ।

ଓଡ଼ିଶା ସରକାର କହୁଛନ୍ତି ପୋଲାଭରମ୍‌ ପ୍ରକଳ୍ପ ହେଲେ ଓଡ଼ିଶାର ୨୫ଟି ଗରଁ, ୭୬୦୦ ହେକ୍ଟର ଜମି ଓ ୬,୮୦୦ ଆଦିବାସୀ ପ୍ରଭାବିତ ହେବେ। ଆନ୍ଧ୍ର ସରକାରଙ୍କ ତଥ୍ୟ ଆଧାରରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରକଳ୍ପ ହେଲେ ବାର୍ଷିକ ୧୪୨ ମିଲିୟନ କ୍ୟୁବିକ ମିଟର ପାଣି ଓଡ଼ିଶାକୁ ମିଳିବ। ଯାହାଦ୍ୱାରା ୩୦,୦୦୦ ହେକ୍ଟର ଅଞ୍ଚଳ ଜଳସେଚିତ ହୋଇ ପାରିବ କିମ୍ବା ଆବଶ୍ୟକ ହେଲେ ୩୦ ଲକ୍ଷ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇପାରିବ।

ଆଜି ୪ଟି ରାଜ୍ୟର ବିସ୍ଥାପିତଙ୍କୁ ନେଇ ସମ୍ମିଳନୀ ହୋଇଥିବା ବେଳେ ବିଜେଡି ବିସ୍ଥାପିତମାନଙ୍କ ସହ ଥିବା କହିଛି। ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ବିସ୍ଥାପିତ ଆଦିବାସୀ ଭାଇଭଉଣୀଙ୍କ ସହ ଆମେ ଅଛୁ। ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ଏ ଲଢେଇ ଜାରି ରଖିଛି। ସେମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ଯେତେ ବାଟ ଯିବାକୁ ପଡିବ ରାଜ୍ୟ ସରକାର ଯିବାକୁ ପ୍ରସ୍ତୁତ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story