ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାକୁ ସମର୍ଥନ କରିବ ତେଲେଙ୍ଗାନା

ଭୁବବନେଶ୍ୱର(ଓଡ଼ିଶା ରିପୋର୍ଟର): ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାକୁ ସମର୍ଥନ କରିବ ତେଲେଙ୍ଗାନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଏହି ଘୋଷଣା କରିଛନ୍ତି ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ କେ.ଶ୍ରୀହରି। ସଚିବାଳୟରେ କିଛି ସମୟ ଧରି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଓଡ଼ିଶାକୁ ସମର୍ଥନ କରିବେ ବୋଲି ସେ କହିଛନ୍ତି। ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ କେ.ଶ୍ରୀହରି କହିଛନ୍ତି-“ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶା ପରି ତେଲେଙ୍ଗାନାରେ ମଧ୍ୟ କ୍ଷତି ହେଉଛି। ତେଣୁ ଏହାକୁ ଆମେ ବିରୋଧ […]

polavaram-project-in-ap

polavaram-project-in-ap

Rakesh Mallick
  • Published: Friday, 01 December 2017
  • Updated: 01 December 2017, 09:48 PM IST

Sports

Latest News

ଭୁବବନେଶ୍ୱର(ଓଡ଼ିଶା ରିପୋର୍ଟର): ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାକୁ ସମର୍ଥନ କରିବ ତେଲେଙ୍ଗାନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଏହି ଘୋଷଣା କରିଛନ୍ତି ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ କେ.ଶ୍ରୀହରି। ସଚିବାଳୟରେ କିଛି ସମୟ ଧରି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଓଡ଼ିଶାକୁ ସମର୍ଥନ କରିବେ ବୋଲି ସେ କହିଛନ୍ତି।

ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ କେ.ଶ୍ରୀହରି କହିଛନ୍ତି-“ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶା ପରି ତେଲେଙ୍ଗାନାରେ ମଧ୍ୟ କ୍ଷତି ହେଉଛି। ତେଣୁ ଏହାକୁ ଆମେ ବିରୋଧ କରୁଛୁ।”

ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବହୁ ଅଞ୍ଚଳ ଜଳମଗ୍ନ ହେବ। ଆଦିବାସୀଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେବ। ସେହିପରି ପଡ଼ୋଶୀ ଛତିଶଗଡ଼ ଓ ତେଲେଙ୍ଗାରେ ପର୍ଯ୍ୟାପ୍ତ ଅଞ୍ଚଳ ଜଳ ମଗ୍ନ ହେବ। ସେଥିପାଇଁ ଏହି ପ୍ରକଳ୍ପକୁ ୩ ରାଜ୍ୟ ବିରୋଧ କରୁଛନ୍ତି। ଏବେ ଏହି ମାମାଲା ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି। ମାତ୍ର ଏଥିପ୍ରତି ଆନ୍ଧ୍ର ସରକାର ତିଳେ ନଦେଇ ପ୍ରକଳ୍ପ ନିର୍ମାଣ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story