ପୋଲାଭରମ୍‌ ପ୍ରକଳ୍ପର ସ୍ପିଲୱେ କାମ ଉଦ୍‌ଘାଟନ କଲେ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ପୋଲାଭରମକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଆଉ ପାଦେ ଆଗେଇ ନେଇଛନ୍ତି। ପ୍ରକଳ୍ପର ସ୍ପିଲୱେ କାମକୁ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଉଦ୍‌ଘାଟନ କରିଛନ୍ତି। ସ୍ପିଲୱେ ପାଇଁ କଂକ୍ରିଟ୍‌ କାମ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଡାୟାଫ୍ରାମ୍‌ କାନ୍ଥ ଜାନୁଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି। ଚନ୍ଦ୍ରବାବା ନାଇଡୁ ସ୍ପିଲଷଆ ଉଦ୍‌ଘାଟନ କରିବା ପରେ ଓଡ଼ିଶା ରାଜନୀତି […]

polavaram

polavaram

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 07:54 PM IST

Sports

Latest News

ହାଇଦ୍ରାବାଦ: ପୋଲାଭରମକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଆଉ ପାଦେ ଆଗେଇ ନେଇଛନ୍ତି। ପ୍ରକଳ୍ପର ସ୍ପିଲୱେ କାମକୁ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଉଦ୍‌ଘାଟନ କରିଛନ୍ତି।

ସ୍ପିଲୱେ ପାଇଁ କଂକ୍ରିଟ୍‌ କାମ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଡାୟାଫ୍ରାମ୍‌ କାନ୍ଥ ଜାନୁଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି।

ଚନ୍ଦ୍ରବାବା ନାଇଡୁ ସ୍ପିଲଷଆ ଉଦ୍‌ଘାଟନ କରିବା ପରେ ଓଡ଼ିଶା ରାଜନୀତି ସରଗରମ ହୋଇଛି। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳବାସୀଙ୍କୁ କ୍ଷତିପୂରଣ ଦିଆଯିବା ପରେ କାମ ଆରମ୍ଭ କରାଯାଉ ବୋଲି କଂଗ୍ରେସ କହିଥିବା ବେଳେ ଆନ୍ଧ୍ରକୁ ଅନୁଦାନ ପ୍ରଦାନ କରି କେନ୍ଦ୍ର ଓଡ଼ିଶାକୁ ଅଣଦେଖା କରିଥିବା ବିଜେଡି ଅଭିଯୋଗ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos